Narendra Kumar - Kalire Heba Dharma Nasha şarkı sözleri
Sanatçı:
Narendra Kumar
albüm: Kalire Heba Dharma Nasha
ବଇଲା କଳିରେ ହେବ ଧର୍ମନାଶ
ଆହାଃ! ଲୋକେ ହୋଇବେ ଅଳ୍ପାୟୁଷ
ହାଏରେ, ହାଏରେ, ହାଏରେ କଳିଯୁଗ ମଣିଷ
ସୋମବାର ସଂକ୍ରାନ୍ତିରେ ଖାଉଛୁ ଆଇଁଷ
ସୋମବାର ସଂକ୍ରାନ୍ତିରେ ଖାଉଛୁ ଆଇଁଷ
ଭୁଲିଗଲୁ ମନ୍ଦିର, ପାଦୁକ, ବେଲପତ୍ର
ଦିଅଁ ହେଲା ପଥର, ଆଇଁଷ ହେଲା ତୋର ହବିଷ
ସୋମବାର ସଂକ୍ରାନ୍ତିରେ ଖାଉଛୁ ଆଇଁଷ
ସୋମବାର ସଂକ୍ରାନ୍ତିରେ ଖାଉଛୁ ଆଇଁଷ
ହାଏରେ କଳିଯୁଗ ମଣିଷ
ସୋମବାର ସଂକ୍ରାନ୍ତିରେ ଖାଉଛୁ ଆଇଁଷ
ସୋମବାର ସଂକ୍ରାନ୍ତିରେ ଖାଉଛୁ ଆଇଁଷ
କରମ କଲା ତତେ ଧରମ ଛଡା, ଆରେ ଧରମ ଛଡା
କଂସେଇ ହାତେ ନେଇ ବିକିଲୁ ହଡା, ଆରେ ବିକିଲୁ ହଡା
ଦାଣ୍ଡରେ ଭିକ ମାଗେ ତୋ ବାପ ବୁଢା, ଆରେ ତୋ ବାପ ବୁଢା
ଗୋତର ହୁଡା ପୁଅ ବଉଁଶ ବୁଡା, ଆରେ ବଉଁଶ ବୁଡା
ନିଜକୁ, ନିଜକୁ, ନିଜକୁ ନିଜେ କରୁ ବିନାଶ
ସୋମବାର ସଂକ୍ରାନ୍ତିରେ ଖାଉଛୁ ଆଇଁଷ
ସୋମବାର ସଂକ୍ରାନ୍ତିରେ ଖାଉଛୁ ଆଇଁଷ
ହାଏରେ କଳିଯୁଗ ମଣିଷ
ସୋମବାର ସଂକ୍ରାନ୍ତିରେ ଖାଉଛୁ ଆଇଁଷ
ସୋମବାର ସଂକ୍ରାନ୍ତିରେ ଖାଉଛୁ ଆଇଁଷ
ତୋ ମା' ଶିବ ପୁଜି ପାଇଲା ତତେ, ଆରେ ପାଇଲା ତତେ
ଶିବଙ୍କ ମହିମା ତୁ ବୁଝିଲୁ କେତେ, ଆରେ ବୁଝିଲୁ କେତେ
ମଶାଣି ଭୂଇଁ ଯେବେ ଡାକିବ ତତେ, ଆରେ ଡାକିବ ତତେ
ସେଇଠି ଭେଟ ହେବ ଶିବଙ୍କ ସାଥେ, ଆରେ ଶିବଙ୍କ ସାଥେ
ଏବେଠୁ, ଏବେଠୁ, ଏବେଠୁ ଭଜ ଭୋଳା-ମହେଶ
ସୋମବାର ସଂକ୍ରାନ୍ତିରେ ଖାଉଛୁ ଆଇଁଷ
ସୋମବାର ସଂକ୍ରାନ୍ତିରେ ଖାଉଛୁ ଆଇଁଷ
ହାଏରେ କଳିଯୁଗ ମଣିଷ
ସୋମବାର ସଂକ୍ରାନ୍ତିରେ ଖାଉଛୁ ଆଇଁଷ
ସୋମବାର ସଂକ୍ରାନ୍ତିରେ ଖାଉଛୁ ଆଇଁଷ
ହାଏରେ, ହାଏରେ, ହାଏରେ କଳିଯୁଗ ମଣିଷ
ସୋମବାର ସଂକ୍ରାନ୍ତିରେ ଖାଉଛୁ ଆଇଁଷ
ସୋମବାର ସଂକ୍ରାନ୍ତିରେ ଖାଉଛୁ ଆଇଁଷ
ଭୁଲିଗଲୁ ମନ୍ଦିର, ପାଦୁକ, ବେଲପତ୍ର
ଦିଅଁ ହେଲା ପଥର, ଆଇଁଷ ହେଲା ତୋର ହବିଷ
ସୋମବାର ସଂକ୍ରାନ୍ତିରେ ଖାଉଛୁ ଆଇଁଷ
ସୋମବାର ସଂକ୍ରାନ୍ତିରେ ଖାଉଛୁ ଆଇଁଷ
ସୋମବାର ସଂକ୍ରାନ୍ତିରେ ଖାଉଛୁ ଆଇଁଷ
ସୋମବାର ସଂକ୍ରାନ୍ତିରେ ଖାଉଛୁ ଆଇଁଷ
Поcмотреть все песни артиста
Sanatçının diğer albümleri