Kishore Kumar Hits

Prashant Muduli - Chanda Na Tume Tara şarkı sözleri

Sanatçı: Prashant Muduli

albüm: Chanda Na Tume Tara


ହେ'
ହୁଁ'
ଚାନ୍ଦ ନା ତୁମେ ତାରା
ମୋତି ନା ତୁମେ ହୀରା
ମୁଁ ଯେ ଆଜି ଭାବି ପାରେନା
ତୁମ ରୂପର ତୁଳନା
ତୁମେ ମୋ ସ୍ବପ୍ନ ଝରା
ଯୁଗଯୁଗର ପରା
ଏ ମନ କଥା କହି ହୁଏନା
ତୁମେ ତ ବୁଝି ବୁଝନା
ଚାନ୍ଦ ନା ତୁମେ ତାରା
ମୋତି ନା ତୁମେ ହୀରା

ତୁମ ଲାଜୁଆ ହସ
ମତେ ଯେ ଭଲ ଲାଗିଛି
ତୁମ ସେ ମଜା ଗପ
ବେଶି ମୁଁ ଭଲ ପାଇଛି
ତୁମ ଲାଜୁଆ ହସ
ମତେ ଯେ ଭଲ ଲାଗିଛି
ତୁମ ସେ ମଜା ଗପ
ବେଶି ମୁଁ ଭଲ ପାଇଛି
ମୁଁ ଯେ ଆଜି, ଯାଏ ହଜି
ତୁମେ ମୋ ମନ ଝରଣା (ତୁମେ ମୋ ମନ ଝରଣା)
ଚାନ୍ଦ ନା ତୁମେ ତାରା
ମୋତି ନା ତୁମେ ହୀରା

ମନ ଚାହୁଁଛି ଆଜି
ଯିବାକୁ ଉଡ଼ି ବହୁଦୂର
ଯିବି ଯେ ଦିନ ତୁମେ
ମଥାରେ ଦେବ ସିନ୍ଦୂର
ମନ ଚାହୁଁଛି ଆଜି
ଯିବାକୁ ଉଡ଼ି ବହୁଦୂର
ଯିବି ଯେ ଦିନ ତୁମେ
ମଥାରେ ଦେବ ସିନ୍ଦୂର
ସେଇ ଦିନ, ଝୁରେ ମନ
କେବେ ଆସିବ ଜାଣେନା? (କେବେ ଆସିବ ଜାଣେନା?)
ଚାନ୍ଦ ନା ତୁମେ ତାରା
ମୋତି ନା ତୁମେ ହୀରା
ମୁଁ ଯେ ଆଜି ଭାବି ପାରେନା
ତୁମ ରୂପର ତୁଳନା
ତୁମେ ମୋ ସ୍ବପ୍ନ ଝରା
ଯୁଗଯୁଗର ପରା
ଏ ମନ କଥା କହି ହୁଏନା
ତୁମେ ତ ବୁଝି ବୁଝନା
ଚାନ୍ଦ ନା ତୁମେ ତାରା
ମୋତି ନା ତୁମେ ହୀରା
ଚାନ୍ଦ ନା ତୁମେ ତାରା
ମୋତି ନା ତୁମେ ହୀରା

Поcмотреть все песни артиста

Sanatçının diğer albümleri

Benzer Sanatçılar