Prashant Muduli - Jahaku Mu Ete Bhalapauchi şarkı sözleri
Sanatçı:
Prashant Muduli
albüm: Jahaku Mu Ete Bhalapauchi
ହେହେ, ତାରା-ତାରା-ତାରା-ତାରା
ହେହେ, ତାରା-ତାରା-ତାରା-ତାରା
ହେହେ-ଏ
ଯାହାକୁ ମୁଁ ଏତେ ଭଲ ପାଉଛି
ତା ପାଇଁ ଆଜି ଗୀତ ଗାଉଛି
ଯାହାକୁ ମୁଁ ଏତେ ଭଲ ପାଉଛି
ତା ପାଇଁ ଆଜି ଗୀତ ଗାଉଛି
ସିଏ ଏଠି ବସିଛି ବସି ଗୀତ ଶୁଣୁଛି
ସିଏ ଏଠି ବସିଛି ବସି ଗୀତ ଶୁଣୁଛି
ସେଇ ଝିଅ କିଏ କି?
ଆରେ ଯିଏ ନୀଳ ଶାଢ଼ୀ ପିନ୍ଧିଛି
ଯାହାକୁ ମୁଁ ଏତେ ଭଲ ପାଉଛି
ତା ପାଇଁ ଆଜି ଗୀତ ଗାଉଛି
ଯାହାକୁ ମୁଁ ଏତେ ଭଲ ପାଉଛି
ତା ପାଇଁ ଆଜି ଗୀତ ଗାଉଛି
ସବୁ ବେଳେ ହସୁ ଥାଏ, ମୋତେ ଦେଖି ରାଗି ଯାଏ
ଲାଜ, ରାଗ, ତା ଚାହାଣି ତୋଳିଥିଲା ପେମ କାହାଣୀ
ଡାକୁ ଯେବେ ଦେଖି ଦେଲି ସବୁ ଭୁଲିଲି
ମନେ-ମନେ କେତେ କଥା ଭାବି ମୁଁ ଗଲି, ହାଁ
କେତେବେଳେ ହସେ, କେତେବେଳେ ରାଗେ ତା ମନ କଥା ଜାଣେନା
ଯାହାକୁ ମୁଁ ଏତେ ଭଲ ପାଉଛି
ତା ପାଇଁ ଆଜି ଗୀତ ଗାଉଛି
ଯାହାକୁ ମୁଁ ଏତେ ଭଲ ପାଉଛି
ତା ପାଇଁ ଆଜି ଗୀତ ଗାଉଛି
ସେଇ ଝିଅ ଯେବେ ହସେ ତାରା ମେଳେ ଜହ୍ନ ହସେ
ମାନସୀ ମୋ ଫୁଲ ରାଣୀ, ରୂପରେ ତ ନେଲା କିଣି
ଭୁଲିବାକୁ ଯେବେ ଭାବେ ଭୁଲି ପାରେନି
ତଥାପି ମୁଁ ନ ଭାବିଲେ ରହି ପାରେନି, ହାଁ
ତାକୁ ମୁଁ ଦିନେ ନ ଦେଖିଲେ ମନେ, ମନ ଭଲ ତ ଲାଗେନା
ଯାହାକୁ ମୁଁ ଏତେ ଭଲ ପାଉଛି
ତା ପାଇଁ ଆଜି ଗୀତ ଗାଉଛି
ଯାହାକୁ ମୁଁ ଏତେ ଭଲ ପାଉଛି
ତା ପାଇଁ ଆଜି ଗୀତ ଗାଉଛି
ସିଏ ଏଠି ବସିଛି, ବସି ଗୀତ ଶୁଣୁଛି
ସେଇ ଝିଅ କିଏ କି?
ଆରେ ଯିଏ ନୀଳ ଶାଢ଼ୀ ପିଛିଛି
Поcмотреть все песни артиста
Sanatçının diğer albümleri