Kishore Kumar Hits

Prashant Muduli - Mu Tumaku Bhalapaye Luchi Luchika şarkı sözleri

Sanatçı: Prashant Muduli

albüm: Mu Tumaku Bhalapaye Luchi Luchika


ମୁଁ ତୁମକୁ ଭଲପାଏ ଲୁଚି ଲୁଚିକା
ମୁଁ ତୁମକୁ ଭଲପାଏ ଲୁଚି ଲୁଚିକା
ମୋ ମନକୁ ଛୁଇଁ ଯାଅ ଛପି ଛପିକା-ଆଆଆ
ମୁଁ ତୁମକୁ ଭଲପାଏ ଲୁଚି ଲୁଚିକା
ଅନେକ ଯୁଗରୁ ତୁମକୁ ଚାହିଁଛି, ପ୍ରୀତିର ଦୀପାଳି ଜଳାଇ
ଜୀବନ ମୋହର କାଗଜ ନଉକା, ସୁଅରେ ଦଇଛି ଭସାଇ
ପିରତୀ ସାଗର ନୀଳ ସୁଅରେ, ଦିଗ ହରା ଏକ ନାବିକ
ଜାଣେନା କେଉଁ ପୋହଳା ଦୀପରେ ତୁମେ ବତିଘର ଆଲୋକ
ମୁଁ ଅତନୁ, ମୁଁ ମଳୟ
ମୁଁ ଅତନୁ, ମୁଁ ମଳୟ
ମୁଁ ଅତନୁ, ମୁଁ ମଳୟ
ମୁଁ ଅତନୁ, ମୁଁ ମଳୟ
ତୁମେ ଯହିଁ ଥାଅ ଯାଏ ଚୁମି ଚୁମିକା
ମୁଁ ତୁମକୁ ଭଲପାଏ ଲୁଚି ଲୁଚିକା
ପରିଚୟହୀନ ସପନ ବଣିକ, ବିକେ ପ୍ରୀତି ହୀରା ମାଣିକ
ରଙ୍ଗ ଭରା ମୁଁ ଚମ୍ପକ ପିୟା, ତୂମେ ମୋ ଜୀବନ ମହକ
ସକଳ ତୀର୍ଥ ତୁମରି ଚରଣେ, ତୁମେ ମୋ ଜୀବନ ନାୟକ
ଏ ସବୁଜ ପଥେ ତୁମେ ମୋର ସାଥୀ, ତୁମେ ଅନ୍ଧକାରେ ଆଲୋକ
ମୁଁ କାକର, ମୁଁ ଜୋଛନା
ମୁଁ କାକର, ମୁଁ ଜୋଛନା
ମୁଁ କାକର, ମୁଁ ଜୋଛନା
ମୁଁ କାକର, ମୁଁ ଜୋଛନା
ତୁମେ ଯହିଁ ଥାଅ ଯାଏ ଖୋଜି ଖୋଜିକା-ଆଆଆ
ମୁଁ ତୁମକୁ ଭଲ ପାଏ ଲୁଚି ଲୁଚିକା
ମୁଁ ତୁମକୁ ଭଲପାଏ ଲୁଚି ଲୁଚିକା
ମୋ ମନକୁ ଛୁଇଁ ଯାଅ ଛପି ଛପିକା-ଆଆଆ
ମୁଁ ତୁମକୁ ଭଲପାଏ ଲୁଚି ଲୁଚିକା
ମୁଁ ତୁମକୁ ଭଲପାଏ ଲୁଚି ଲୁଚିକା
ମୁଁ ତୁମକୁ ଭଲପାଏ ଲୁଚି ଲୁଚିକା
ମୁଁ ତୁମକୁ ଭଲପାଏ ଲୁଚି ଲୁଚିକା

Поcмотреть все песни артиста

Sanatçının diğer albümleri

Benzer Sanatçılar