Kishore Kumar Hits

Shakti Mishra - Bhija Kaniku şarkı sözleri

Sanatçı: Shakti Mishra

albüm: Lajua Prema


ଏ (ହୁଁ)
ଟିକେ ଆସମ (ନା)
ଏ (ନା-ନା-ନା)
ଆରେ, ଟିକେ ଆସ (ଉଫ୍)
ହୁଁ, ଭିଜା କାନିକୁ, ଓଦା ଦେହରେ
ଭିଜା କାନିକୁ, ଓଦା ଦେହରେ
ଗୁଡାନା ଗୋରି ନିଆଁ ଲାଗିବ
ଏ ବନ ବନରେ
ଚାହଁନି ଏମିତି, ଆସନି ପାଖକୁ
ହୁଁ, ଚାହଁନି ଏମିତି, ଆସନି ପାଖକୁ
ତମେ ଜଳିବ, ମତେ ବି ଜାଳିବ
ତମ ବାହୁ ବନ୍ଧନରେ
ହୁଁ, ଭିଜା କାନିକୁ, ଓଦା ଦେହରେ

ବରଷା ପଡୁଛି, ଦେହ ଭିଜୁଅଛି
ଓଠ କେମିତି ଶୁଖି ଯାଉଛି?
ସବୁ ବୁଝୁଛି, ପାଶେ ତୁମ ଅଛି
ଏଣୁ ଏ ପାଗରେ ଶୋଷ ଲାଗୁଛି
ହୋ, ବରଷା ପଡୁଛି, ଦେହ ଭିଜୁଅଛି
ଓଠ କେମିତି ଶୁଖି ଯାଉଛି?
ସବୁ ବୁଝୁଛି ମୁଁ ପାଶେ ତୁମ ଅଛି
ଏଣୁ ଏ ପାଗରେ ଶୋଷ ଲାଗୁଛି
ଏମିତି ପାଗ, ଏମିତି ଶୋଷ
ହେ, ଏମିତି ପାଗ, ଏମିତି ଶୋଷ
ମୁଁ ଢଳିଗଲେ ସରିବ ଯାହା
ସାଇତିଛି ଜୀବନରେ
ହୁଁ, ଭିଜା କାନିକୁ, ଓଦା ଦେହରେ

ବିଜୁଳି ଚମ୍କୁଛି, ଆକାଶ ଜଳୁଛି
ତୁ ଜଳଉଛୁ ଦେଖ ମୁଁ ଜଳୁଛି
ବାହାନା ବଢ଼ାଅନା ବରଷା ଛାଡ଼ିଛି
ଘରକୁ ଯିବା ଡ଼େରି ହଉଛି
ହୋ, ବିଜୁଳି ଚମ୍କୁଛି, ଆକାଶ ଜଳୁଛି
ତୁ ଜଳଉଛୁ ଦେଖ ମୁଁ ଜଳୁଛି
ବାହାନା ବଢ଼ାଅନା ବରଷା ଛାଡ଼ିଛି
ଘରକୁ ଯିବା ଡ଼େରି ହଉଛି
ଦିନ କେଇଟା, ସମ୍ଭାଳି ଯିବା
ଆଉ ଦିନ କେଇଟା, ସମ୍ଭାଳି ଯିବା
ମନ ତ ଦେଇଛି ଦେହ ବାଢ଼ିଦେବି
ଆମ ବାସର ରାତିରେ
ହୁଁ, ଭିଜା କାନିକୁ, ଓଦା ଦେହରେ
ହା, ଭିଜା କାନିକୁ, ଓଦା ଦେହରେ
ଗୁଡାନା ଗୋରି ନିଆଁ ଲାଗିବ
ଏ ବନ ବନରେ
ଚାହଁନି ଏମିତି, ଆସନି ପାଖକୁ
ଏ, ଚାହଁନି ଏମିତି, ଆସନି ପାଖକୁ
ତମେ ଜଳିବ ମତେ ବି ଜାଳିବ
ତମ ବାହୁ ବନ୍ଧନରେ
ହୁଁ, ଭିଜା କାନିକୁ, ଓଦା ଦେହରେ
ତମେ ଜଳିବ ମତେ ବି ଜାଳିବ

Поcмотреть все песни артиста

Sanatçının diğer albümleri

Benzer Sanatçılar