Shakti Mishra - Mu To Diwana şarkı sözleri
Sanatçı:
Shakti Mishra
albüm: Mu To Diwana
ଭଲ ମୁଁ ପାଉଛି, ଭଲ ପାଉଥିବି
ଭଲ ମୁଁ ପାଉଛି, ଭଲ ପାଉଥିବି
ତୁ ଯେତେ କଲେ ବି ଘୃଣା
ମୁଁ ତୋ ଦିୱାନା, ମୁଁ ତୋର ଦିୱାନା
ମୁଁ ତୋ ଦିୱାନା, ମୁଁ ତୋର ଦିୱାନା
ସପନରେ ତୋର ନୀତି ମୁଁ ଆସିବି
ଛାଇ ପରି ତୋର ସାଥିରେ ଚାଲିବି
ତୁ ଯେତେ କଲେ ବି ମନା
ମୁଁ ତୋ ଦିୱାନା, ମୁଁ ତୋର ଦିୱାନା
ମୁଁ ତୋ ଦିୱାନା, ମୁଁ ତୋର ଦିୱାନା
♪
ଭୁଲିବାକୁ ଯେତେ, ଚାହିଁବୁ ତୁ ମତେ
ମୁଁ ସେତେ ପଡ଼ିବି ମନେ
ମନରେ ମୋ ପାଇଁ, ଜାଗାଟେ ରଖିଥା
ଘର ମୁଁ ତୋଳିବି ଦିନେ
ବାଟରେ ଘାଟରେ ଦେଖା ହେଇଗଲେ
ବାଟରେ ଘାଟରେ ଦେଖା ହେଇଗଲେ
ନ ଦେଲେ ନ ଦବୁ ଚିହ୍ନା
ମୁଁ ତୋ ଦିୱାନା, ମୁଁ ତୋର ଦିୱାନା
ମୁଁ ତୋ ଦିୱାନା, ମୁଁ ତୋର ଦିୱାନା
♪
ପଶ୍ଚିମରେ ସୂର୍ଯ୍ୟ ହେଲେ ବି ଉଦୟ
ଭୁଲି ପାରିବିନି ତତେ
ତୁ ମାଗିବୁ ଯଦି ଆକାଶରୁ ଜହ୍ନ
ତୋଳି ଆଣିଦେବି ତତେ
ମନ ମୁଁ ଦେଇଛି, ଜୀବନ ବି ଦେବି
ମନ ମୁଁ ଦେଇଛି, ଜୀବନ ବି ଦେବି
ତୋ ମନ କଲେ ତୁ ଉଣା
ମୁଁ ତୋ ଦିୱାନା, ମୁଁ ତୋର ଦିୱାନା
ମୁଁ ତୋ ଦିୱାନା, ମୁଁ ତୋର ଦିୱାନା
ଭଲ ମୁଁ ପାଉଛି, ଭଲ ପାଉଥିବି
ଭଲ ମୁଁ ପାଉଛି, ଭଲ ପାଉଥିବି
ତୁ ଯେତେ କଲେ ବି ଘୃଣା
ମୁଁ ତୋ ଦିୱାନା, ମୁଁ ତୋର ଦିୱାନା
ମୁଁ ତୋ ଦିୱାନା, ମୁଁ ତୋର ଦିୱାନା
ସପନରେ ତୋର ନୀତି ମୁଁ ଆସିବି
ଛାଇ ପରି ତୋର ସାଥିରେ ଚାଲିବି
ତୁ ଯେତେ କଲେ ବି ମନା
ମୁଁ ତୋ ଦିୱାନା, ମୁଁ ତୋର ଦିୱାନା
ମୁଁ ତୋ ଦିୱାନା, ମୁଁ ତୋର ଦିୱାନା
ମୁଁ ତୋ ଦିୱାନା, ମୁଁ ତୋର ଦିୱାନା
ମୁଁ ତୋ ଦିୱାନା, ମୁଁ ତୋର ଦିୱାନା
Поcмотреть все песни артиста
Sanatçının diğer albümleri