Shakti Mishra - Chaka Akhi Tuma Niye Tani şarkı sözleri
Sanatçı:
Shakti Mishra
albüm: Chaka Akhi Tuma Niye Tani
କପାଳରେ ଇନ୍ଦ୍ର ନୀଳମଣି
କପାଳରେ ଇନ୍ଦ୍ର ନୀଳମଣି
କପାଳରେ ଇନ୍ଦ୍ର ନୀଳମଣି
କପାଳରେ ଇନ୍ଦ୍ର ନୀଳମଣି
ଚକା ଆଖିରେ କି ମୋହ ଲଗାଇଛ?
ଚକା ଆଖିରେ କି ମୋହ ଲଗାଇଛ?
ଦୂରୁ ନେଇଯାଅ ମନ ଟାଣି
କପାଳରେ ଇନ୍ଦ୍ର ନୀଳମଣି
କପାଳରେ ଇନ୍ଦ୍ର ନୀଳମଣି
♪
ପାଣି ଆଞ୍ଜୁଳାରେ ତୁମ ରୂପ ଛବି
ଏଇ ମନ ଝୁରେ ନୀତି ତୁମ ଲାଗି
ଯେଉଁଠି ବସିଲେ ତୁମେ ଦିଶୁଥାଅ
ମନ ମୋ ପୁରରେ ତୁମେ ହସୁଥାଅ
ସିଂହଦୁଆରରେ ପତିତପାବନ
ସିଂହଦୁଆରରେ ପତିତପାବନ
ଗମ୍ଭିରାରେ ତୁମ ମୂର୍ତ୍ତି ତିନି
କପାଳରେ ଇନ୍ଦ୍ର ନୀଳମଣି
କପାଳରେ ଇନ୍ଦ୍ର ନୀଳମଣି
♪
କଳା କଳ୍ପନାରେ ଦିନ ଯାଏ ବିତି
ଥରେ ଦେଖିଦେଲେ ତୁମ ରୂପକାନ୍ତି
ତୁମେ ଭାବମୟ ଭାବେ ବାନ୍ଧିଦିଅ
ତୁମ ଆକର୍ଷଣ କରେ ପାପ କ୍ଷୟ
ଲୀଳାମୟ ତୁମ ଲୀଳା ସରେ ନାହିଁ
ଲୀଳାମୟ ତୁମ ଲୀଳା ସରେ ନାହିଁ
ଏମିତିକା ତୁମେ ପୁଣ୍ୟ ଖଣି
କପାଳରେ ଇନ୍ଦ୍ର ନୀଳମଣି
କପାଳରେ ଇନ୍ଦ୍ର ନୀଳମଣି
କପାଳରେ ଇନ୍ଦ୍ର ନୀଳମଣି
କପାଳରେ ଇନ୍ଦ୍ର ନୀଳମଣି
ଚକା ଆଖିରେ କି ମୋହ ଲଗାଇଛ?
ଚକା ଆଖିରେ କି ମୋହ ଲଗାଇଛ?
ଦୂରୁ ନେଇଯାଅ ମନ ଟାଣି
କପାଳରେ ଇନ୍ଦ୍ର ନୀଳମଣି
କପାଳରେ ଇନ୍ଦ୍ର ନୀଳମଣି
Поcмотреть все песни артиста
Sanatçının diğer albümleri