Shakti Mishra - Aji Mo Priyara Bahaghara şarkı sözleri
Sanatçı:
Shakti Mishra
albüm: Aji Mo Priyara Bahaghara
ବଜା ମହୁରିଆ ମହୁରୀ ତୋର
ଆଜି ମୋ ପ୍ରିୟାର ବାହାଘର
ଆଜି ମୋ ପ୍ରିୟାର ବାହାଘର
ସଜା ସଵାରିଆ ସଵାରୀ ତୋର
ଆଜି ମୋ ପ୍ରିୟାର ବାହାଘର
ଆଜି ମୋ ପ୍ରିୟାର ବାହାଘର
ସବୁ ଖୁସି ମୋର ସାଥିରେ ଆଣିଛି
ସବୁ ଖୁସି ମୋର ସାଥିରେ ଆଣିଛି
ଦେବି ତାକୁ ଉପହାର
ଆଜି ମୋ ପ୍ରିୟାର ବାହାଘର
ଆଜି ମୋ ପ୍ରିୟାର ବାହାଘର
♪
କଥା ଦେଇଥିଲି ଦୁଃଖରେ ଥାଇ ମୁଁ
ଓଠରେ ତା ହସ ଫୁଟେଇ ଦେବି
ମଥା ଛୁଇଁଥିଲି କଣ୍ଟାରେ ଚାଲି ମୁଁ
ପାଦରେ ତା ଫୁଲ ବିଛେଇ ଦେବି
ହୋ, କଥା ଦେଇଥିଲି ଦୁଃଖରେ ଥାଇ ମୁଁ
ଓଠରେ ତା ହସ ଫୁଟେଇ ଦେବି
ମଥା ଛୁଇଁଥିଲି କଣ୍ଟାରେ ଚାଲି ମୁଁ
ପାଦରେ ତା ଫୁଲ ବିଛେଇ ଦେବି
ସଜା ଫୁଲବାଲା ବେଦିକୁ ତାର
ଆଜି ମୋ ପ୍ରିୟାର ବାହାଘର
ଆଜି ମୋ ପ୍ରିୟାର ବାହାଘର
ଓଠ ଫରୁଆରେ ହସ ମୁଁ ଆଣିଛି
ଓଠ ଫରୁଆରେ ହସ ମୁଁ ଆଣିଛି
ଦେବି ତାକୁ ଉପହାର
ଆଜି ମୋ ପ୍ରିୟାର ବାହାଘର
ଆଜି ମୋ ପ୍ରିୟାର ବାହାଘର
♪
ରାଣ ଖାଇଥିଲି ଭଲପାଇ ତାକୁ
ଭୁଲ କେବେ ହେଲେ ବୁଝିବି ନାହିଁ
ପଣ କରିଥିଲି ବନ୍ଧୁ ହେବି ତାର
ବଇରୀ କେବେ ମୁଁ ସାଜିବି ନାହିଁ
ହଁ, ରାଣ ଖାଇଥିଲି ଭଲପାଇ ତାକୁ
ଭୁଲ କେବେ ହେଲେ ବୁଝିବି ନାହିଁ
ପଣ କରିଥିଲି ବନ୍ଧୁ ହେବି ତାର
ବଇରୀ କେବେ ମୁଁ ସାଜିବି ନାହିଁ
ସଜା ବାଣବାଲା ରୋଷଣୀ ତାର
ଆଜି ମୋ ପ୍ରିୟାର ବାହାଘର
ଆଜି ମୋ ପ୍ରିୟାର ବାହାଘର
ସାରା ଜୀବନର ସପନ ଆଣିଛି
ସାରା ଜୀବନର ସପନ ଆଣିଛି
ଦେବି ତାକୁ ଉପହାର
ଆଜି ମୋ ପ୍ରିୟାର ବାହାଘର
ଆଜି ମୋ ପ୍ରିୟାର ବାହାଘର
ଆଜି ମୋ ପ୍ରିୟାର ବାହାଘର
ଆଜି ମୋ ପ୍ରିୟାର ବାହାଘର
ଆଜି ମୋ ପ୍ରିୟାର ବାହାଘର
ଆଜି ମୋ ପ୍ରିୟାର ବାହାଘର
Поcмотреть все песни артиста
Sanatçının diğer albümleri