Nibedita - Jibanata Jadi Hue şarkı sözleri
Sanatçı:
Nibedita
albüm: Jiban Sathi
ଜୀବନଟା ଯଦି ହୁଏ ଗୀତ (ଗୀତ)
ଆ ଆମେ ଗାଇଯିବା ମିତ (ମିତ)
ଜୀବନଟା ଯଦି ହୁଏ ଗୀତ (ଗୀତ)
ଆ ଆମେ ଗାଇଯିବା ମିତ (ମିତ)
ଜୀବନଟା ଯଦି ଏକ ବାଟ
ସାଥୀ ହୋଇ ଚାଲୁଥିବା ମିତ (ସାଥୀ ହୋଇ ଚାଲୁଥିବା ମିତ)

♪
ବାଟୋଇର ମନ ନେଇ ଆମେ ଚାଲୁଥିବା
ଦୁଃଖ ଦବ ଯେଉଁ କଥା ତାକୁ ଭୁଲିଯିବା
ହଁ, ବାଟୋଇର ମନ ନେଇ ଆମେ ଚାଲୁଥିବା
ଦୁଃଖ ଦବ ଯେଉଁ କଥା ତାକୁ ଭୁଲିଯିବା
ଜୀବନଟା ଯଦି ଏକ ଦୀପ (ଦୀପ)
ଝରିବା ଆଲୋକ ହୋଇ ମିତ (ମିତ)
ଜୀବନଟା ଯଦି ଏକ ଦୀପ (ଦୀପ)
ଝରିବା ଆଲୋକ ହୋଇ ମିତ (ମିତ)
ଜୀବନଟା ଯଦି ଏକ ରଙ୍ଗ
ମନକୁ ରଙ୍ଗେଇ ଦବା ମିତ (ମନକୁ ରଙ୍ଗେଇ ଦବା ମିତ)
ମନକୁ ରଙ୍ଗେଇ ଦବା ମିତ (ମନକୁ ରଙ୍ଗେଇ ଦବା ମିତ)
♪
ହସ, ଲୁହ ଯୋଡେ ଫୁଲ, ମନ ବଗିଚାରେ
ବରଷକୁ ବାରମାସ ଫୁଟେ ଆଉ ଝରେ
ହଁ, ହସ, ଲୁହ ଯୋଡେ ଫୁଲ, ମନ ବଗିଚାରେ
ବରଷକୁ ବାରମାସ ଫୁଟେ ଆଉ ଝରେ
ଜୀବନଟା ଯଦି ଫୁଲହାଟ
ମହକରେ ଭିଯୁଥିବା ମିତ
ଜୀବନଟା ଯଦି ଫୁଲହାଟ
ମହକରେ ଭିଜିଯିବା ମିତ
ଜୀବନଟା ଯଦି ଗୋଟେ ଗପ
କହୁଥିବା, ଶୁଣୁଥିବା ମିତ (କହୁଥିବା, ଶୁଣୁଥିବା ମିତ)
କହୁଥିବା, ଶୁଣୁଥିବା ମିତ (କହୁଥିବା, ଶୁଣୁଥିବା ମିତ)
ଜୀବନଟା ଯଦି ହୁଏ ଗୀତ (ଗୀତ)
ଆ ଆମେ ଗାଇଯିବା ମିତ (ମିତ)
ଜୀବନଟା ଯଦି ହୁଏ ଗୀତ (ଗୀତ)
ଆ ଆମେ ଗାଇଯିବା ମିତ (ମିତ)
ଜୀବନଟା ଯଦି ଏକ ବାଟ
ସାଥୀ ହୋଇ ଚାଲୁଥିବା ମିତ (ସାଥୀ ହୋଇ ଚାଲୁଥିବା ମିତ)
ସାଥୀ ହୋଇ ଚାଲୁଥିବା ମିତ (ସାଥୀ ହୋଇ ଚାଲୁଥିବା ମିତ)
Поcмотреть все песни артиста
Sanatçının diğer albümleri