Kishore Kumar Hits

Nibedita - Chirideba Aagaru şarkı sözleri

Sanatçı: Nibedita

albüm: Babul Supriyo Odia Romantic Hits


ଚିରି ଦେବା ଆଗରୁ ଚିଠି ଥରେ ପଢ଼ି ଦେଖ
ଭୁଲିଯିବା ଆଗରୁ ଆଉ ଥରେ ଭାବି ଦେଖ
ଚିରି ଦେବା ଆଗରୁ ଚିଠି ଥରେ ପଢ଼ି ଦେଖ
ଭୁଲିଯିବା ଆଗରୁ ଆଉ ଥରେ ଭାବି ଦେଖ
ଭଲପାଇ କିଏ କାହାକୁ ଠକିଚି
ଭଲପାଇ କିଏ କାହାକୁ ଠକିଚି
ନିଜକୁ ପଚାରି ପଚାରି ଦେଖ
ଆଉ ଥରେ ଭାବି ଦେଖ
ଚିରି ଦେବା ଆଗରୁ ଚିଠି ଥରେ ପଢ଼ି ଦେଖ
ଭୁଲିଯିବା ଆଗରୁ ଆଉ ଥରେ ଭାବି ଦେଖ

ଦୁଃଖ ଦେବା ଆଗରୁ ନିଜେ ଥରେ କାନ୍ଦି ଦେଖ
ଜାଳି ଦେବା ଆଗରୁ ନିଜେ ଥରେ ଜଳି ଦେଖ
ଦୁଃଖ ଦେବା ଆଗରୁ ନିଜେ ଥରେ କାନ୍ଦି ଦେଖ
ଜାଳି ଦେବା ଆଗରୁ ନିଜେ ଥରେ ଜଳି ଦେଖ
ଜଳିବାରେ ଅଛି କେତେ ଯେ ଯାତନା
ଜଳିବାରେ ଅଛି କେତେ ଯେ ଯାତନା
ମନକୁ ପଚାରି ଦେଖ
ନିଜେ ଥରେ ଜଳି ଦେଖ
ଚିରି ଦେବା ଆଗରୁ ଚିଠି ଥରେ ପଢ଼ି ଦେଖ
ଭୁଲିଯିବା ଆଗରୁ ଆଉ ଥରେ ଭାବି ଦେଖ

ଚାଲିଯିବା ଆଗରୁ ଆଉ ଥରେ ବୁଲି ଦେଖ
ଭାଙ୍ଗିଦେବା ଆଗରୁ ଆଉ ଥରେ ଗଢି ଦେଖ
ଚାଲିଯିବା ଆଗରୁ ଆଉ ଥରେ ବୁଲି ଦେଖ
ଭାଙ୍ଗିଦେବା ଆଗରୁ ଆଉ ଥରେ ଗଢି ଦେଖ
ସପନ ଭାଙ୍ଗିଲେ କେତେଯେ ଦହନ
ସପନ ଭାଙ୍ଗିଲେ କେତେଯେ ଦହନ
ରାତିକୁ ପଚାରି ଦେଖ
ଆଉ ଥରେ ଗଢ଼ି ଦେଖ
ଚିରି ଦେବା ଆଗରୁ ଚିଠି ଥରେ ପଢ଼ି ଦେଖ
ଭୁଲିଯିବା ଆଗରୁ ଆଉ ଥରେ ଭାବି ଦେଖ
ଆଉ ଥରେ ଭାବି ଦେଖ
ଆଉ ଥରେ ଭାବି ଦେଖ

Поcмотреть все песни артиста

Sanatçının diğer albümleri

Benzer Sanatçılar