Kishore Kumar Hits

Babushaan Mohanty - Tu Mo Darling şarkı sözleri

Sanatçı: Babushaan Mohanty

albüm: Hero No. 1 (Original Motion Picture Soundtrack)

ଆରେ, ମୋ ମନର ଗୁପଚୁପରେ इमली ମିସେଇଦେ
Power-cut ଦିଲରେ ମୋର ବିଜୁଳି ଜଳେଇଦେ
ହେ, ମୋ ମନର ଗୁପଚୁପରେ इमली ମିସେଇଦେ
Power-cut ଦିଲରେ ମୋର ବିଜୁଳି ଜଳେଇଦେ
ଟିକେ କରିଦେ ଉଜାଲା
ବଢୁ ଆଗକୁ ମାମଲା
ହଉ twist ଟିକେ love-story ରେ
ତୁ ମୋ darling, ତୁ ମୋ darling, ତୁ ମୋ darling-darling ରେ

ହଁ, ଦେଖାନି ତୋର beauty କସ, बिन ବଜାନି
ଜାଣିଥା ମୋର sweet ବିଷ, ନାଚିବୁ नागिन
ଏ ଚଗଲା-ବୟସ, ମୋତେ ଦବୁନାହିଁ ଦୋଷ
ଯଦି twist ହୁଏ love-story ରେ
ତୁ ମୋ darling, ତୁ ମୋ darling, ତୁ ମୋ darling-darling ରେ
ତୁ ମୋ darling, ତୁ ମୋ darling, ତୁ ମୋ darling-darling ରେ
ଏ, ଧକ ଧକ ମୋ ମନର mobile-battery
ତୁ ଏକା fitting ଟୋକା, ଦେ ଟିକେ charge କରି
ଆରେ, ତୋ ପାଇଁ ଦିଲଟା ମୋର ହେଇଗଲା ଲୋଫର
ଦେଇଦେ ତୋ जवानी କୁ life-time offer
ଆରେ, ଶୁଣୁ-ଶୁଣୁ party, ତତେ ଦଉଛି guarentee
ମୁଁ ତୋ'ରି ହେବି don't worry ରେ
ତୁ ମୋ darling, ତୁ ମୋ darling, ତୁ ମୋ darling-darling ରେ
ତୁ ମୋ darling, ତୁ ମୋ darling, ତୁ ମୋ darling-darling ରେ
ଆରେ, hot-hot figure ତୋର ରଖିଥିଲୁ କଉଠି?
ମନହୁଏ ଦେଖୁଥିବି ତତେ day, night
ହେ, ତୋ ପାଇଁ ଆଜିକାଲି naughty-dress ପିନ୍ଧୁଛି
ମୋତେ ଟିକେ ଚାହିଁବୁ ବୋଲି parlour daily ଯାଉଛି
ଆଲୋ, ଏ ਸੋਨੀ-ਕੁੜੀ, ତୁ ରହିଥା ଲୋ ready
ତତେ ଉଠେଇନେବି mid-night ରେ
ତୁ ମୋ darling, ତୁ ମୋ darling, ତୁ ମୋ darling-darling ରେ
ତୁ ମୋ darling, ତୁ ମୋ darling, ତୁ ମୋ darling-darling ରେ
ତୁ ମୋ darling, ତୁ ମୋ darling, ତୁ ମୋ darling-darling ରେ
ତୁ ମୋ darling, ତୁ ମୋ darling, ତୁ ମୋ darling-darling ରେ

Поcмотреть все песни артиста

Sanatçının diğer albümleri

Benzer Sanatçılar