ଓଠ ତୋର ମଧୁଶାଳା
ମିଠା-ମିଠା ମହୁଝରା
ମହୁ ବିନା ପ୍ରଜାପତି ରହି ପାରେନା
मुश्क़िल है जीना
तेरे बिना मुश्क़िल है जीना
मुश्किल है जीना
तेरे बिना मुश्क़िल है जीना
ଆଖି ତୋର ସ୍ବପ୍ନଝରା
तोफा-तोफा ଜହ୍ନ ତାରା
ଜହ୍ନ ବିନା ରାତି ଜମା ଶୋଇ ପାରେନା
मुश्क़िल है जीना
तेरे बिना मुश्क़िल है जीना
मुश्क़िल है जीना
तेरे बिना मुश्क़िल है जीना
मुश्क़िल है जीना
तेरे बिना मुश्क़िल है जीना
मुश्क़िल है जीना
तेरे बिना मुश्क़िल है जीना
♪
ପ୍ରଥମ ଦେଖାରୁ ତୁ
ଯୁଆଡେ ଯାଉଛି ମୁଁ
ରେଶମୀ ସୁତାରେ ମୋତେ ଧୀରେ ଧୀରେ
ପାଖକୁ ଟାଣୁଛୁ ତୁ
ପ୍ରଥମ ଚିହ୍ନାରୁ ତୁ
ଆନମନା ଭାରି ମୁଁ
ଅଜଣାରେ କେବେ ଆସିଯାଉ ଯେବେ
ଚମକି ପଡୁଛି ମୁଁ
ଚାହାଣିରେ ହୀରା ମୋତି
ଚାହିଁ-ଚାହିଁ ସରେ ରାତି
ମୋତି ବିନା ଶାମୁକା ତ
ରହି ପାରେନା
मुश्क़िल है जीना
तेरे बिना मुश्क़िल है जीना
मुश्क़िल है जीना
तेरे बिना मुश्क़िल है जीना
मुश्क़िल है जीना
तेरे बिना मुश्क़िल है जीना
मुश्क़िल है जीना
तेरे बिना मुश्क़िल है जीना
♪
ପ୍ରଥମ ଛୁଆଁରୁ ତୁ
ପ୍ରେମରେ ଭିଜୁଛି ମୁଁ
ସଞ୍ଜ କି ସକାଳ ଭାବନାରେ ତୋର
ବତୁରି ଯାଉଛି ମୁଁ
ନିଜର ଲାଗୁଛୁ ତୁ
ନିଶ୍ୱାସରେ ଅଛୁ ତୁ
ତୋରି ଭିତରେ, ତୋ ଚାରିପାଖରେ
ଅଟକି ଯାଉଛି ମୁଁ
ପ୍ରେମ ତୋର ଛିଟା-ଛିଟା
ଲାଗେ ଭାରି ମିଠା-ମିଠା
ପ୍ରେମ ବିନା ପୃଥିବୀଟା
ରହି ପାରେନା
मुश्क़िल है जीना
तेरे बिना मुश्क़िल है जीना
मुश्क़िल है जीना
तेरे बिना मुश्क़िल है जीना
मुश्क़िल है जीना
तेरे बिना मुश्क़िल है जीना
मुश्क़िल है जीना
तेरे बिना मुश्क़िल है जीना
Поcмотреть все песни артиста
Sanatçının diğer albümleri