Babushaan Mohanty - Mo Chhatira Dhadkan Re şarkı sözleri
Sanatçı:
Babushaan Mohanty
albüm: Ajab Sanjura Gajab Love (Original Motion Picture Soundtrack)
ମୋ ଛାତିର धड़कन ରେ ତୁ
ମୋ ରାତିର मरहम ରେ ତୁ
ତୁ ଯେବେଠୁ ବାସିଲୁ ମୋ ନିଶ୍ବାସରେ
ତୁ ଯେବେଠୁ ଆସିଲୁ ମୋ ବିଶ୍ୱାସରେ
ସେବେଠୁ ମହକି-ମହକି ଯାଉଛି ମୁଁ
ଯେମିତି खुदा ର ଉପହାର ତୁ ହି, ହଁ, ତୁ
ଯେମିତି खुदा ର ଉପହାର ତୁ ହି, ହଁ, ତୁ
ମୋ ଛାତିର धड़कन ରେ ତୁ
ମୋ ରାତିର मरहम ରେ ତୁ
ତୁ...
♪
ମୁଁ ନାହିଁ ମୋ ଭିତରେ
ତୋ ଭିତରେ ହଜିଛି ମୁଁ
ପାଉନାହିଁ ନିଜକୁ ମୁଁ ଯେତେଥର ଖୋଜୁଛି
କୋଉଠୁ ତୁ ଆସିଲୁ ଲୋ ସୁନାରଙ୍ଗି ଚଢ଼େଇ
ନେଇଗଲୁ ମୋ ଠାରୁ ମତେ ପୁରା ଛଡ଼େଇ
ତୁ ଯେବେଠୁ ନାଚିଲୁ ମୋ ପଲକରେ
ତୁ ଯେବେଠୁ ଲୁଚିଲୁ ମୋ ହୃଦୟରେ
ସେବେଠୁ ଚହଲି-ଚହଲି ଯାଉଛି ମୁଁ
ଯେମିତି खुदा ର ଉପହାର ତୁ ହି, ହଁ, ତୁ
ଯେମିତି खुदा ର ଉପହାର ତୁ ହି, ହଁ, ତୁ
ମୋ ଛାତିର धड़कन ରେ ତୁ
ମୋ ରାତିର मरहम ରେ ତୁ
♪
ହଁ, ମୁଁ ଥିଲି ଆଜି ଯାଏଁ ବାରମାସୀ बंजारा
ମତେ ବାନ୍ଧି ରଖିଦେଲା ତୋ ଗଭା ଗଜରା
ମନ ଥିଲା ଆଜିଯାଏଁ ଭସା-ଭସା ବାଦଲ
କେବେ ବାଜେ ଛାତି ତଳେ ତୋ ପ୍ରେମର ମାଦଲ
ମୁଁ ଯେବେଠୁ ପାଇଲି ତୋ ଅନୁରାଗ
ହଁ, ଲାଗିଲା ଏଇ ତ ମୋ ସଉଭାଗ୍ୟ
ସେବେଠୁ ଜୀବନ୍ତ-ଜୀବନ୍ତ ଲାଗୁଛି ମୁଁ
ଯେମିତି खुदा ର ଉପହାର ତୁ ହି, ହଁ, ତୁ
ଯେମିତି खुदा ର ଉପହାର ତୁ ହି, ହଁ, ତୁ
ମୋ ଛାତିର धड़कन ରେ ତୁ
ମୋ ରାତିର मरहम ରେ ତୁ
ତୁ...
ତୁ...
Поcмотреть все песни артиста
Sanatçının diğer albümleri