G Durga Prasad - To Prema Mo Duniya - From "To Prema Mo Duniya" şarkı sözleri
Sanatçı:
G Durga Prasad
albüm: To Prema Mo Duniya (From "To Prema Mo Duniya")
ଯାହା କଥା ଭାବି ମୋ ମନ ହସେ
ଦିନ, ରାତି ଖାଲି ତା ସ୍ବପ୍ନ ଦିଶେ
କେମିତି କହିବି ମୁଁ ଏତେ କଥା
ତୋ ପ୍ରେମ କି ଯାଦୁ କଲା
ଛୁଇଁବାକୁ ଥରେ ତାକୁ ଇଛା ହୁଏ
ପାଖେ-ପାଖେ ଥାଏ ପୁଣି ହଜିଯାଏ
ଆଖି ଖୋଜୁଥାଏ ତା ଚେହେରା
ଭୁଲିକି ବି ଭୁଲି ହୁଏନା
ତୋ ପ୍ରେମ ମୋ ଦୁନିଆଁ
ତୋତେ ଭଲ ପାଏ ମୁଁ ପ୍ରିୟା
ତୋ ପ୍ରେମ ମୋ ଦୁନିଆଁ
ଯେତେ ଚାହିଁଲେ ଭୁଲି ହୁଏନା
ତୋ ପ୍ରେମ ମୋ ଦୁନିଆଁ
ତୋତେ ଭଲ ପାଏ ମୁଁ ପ୍ରିୟା
ତୋ ପ୍ରେମ ମୋ ଦୁନିଆଁ
ଯେତେ ଚାହିଁଲେ ଭୁଲି ହୁଏନା
♪
ଯେବେଠାରୁ ମୁଁ ତୋତେ ଦେଖିଛି
ଆଉ କିଛି ଦେଖେନା
ସାଥେ-ସାଥେ ମୋ ଚାଲୁ ଯେବେ ତୁ
ମୋ ବାଟ ସରେନା
କେତେ ରାତିର ନିଦ ତୁ ମୋର?
କେତେ ଦିନ ଭାବନା?
ତୁ ନଥିଲେ ପାଖରେ ମୋର
କିଛି ଭଲ ଲାଗେନା
ସବୁ ଜନମେ ସାଥୀ ହେଇ ତୁ, ପାଖେ-ପାଖେ ଥା
ତୋ ପ୍ରେମ ମୋ ଦୁନିଆଁ
ତୋତେ ଭଲ ପାଏ ମୁଁ ପ୍ରିୟା
ତୋ ପ୍ରେମ ମୋ ଦୁନିଆଁ
ଯେତେ ଚାହିଁଲେ ଭୁଲି ହୁଏନା
ତୋ ପ୍ରେମ ମୋ ଦୁନିଆଁ
ତୋତେ ଭଲ ପାଏ ମୁଁ ପ୍ରିୟା
ତୋ ପ୍ରେମ ମୋ ଦୁନିଆଁ
ଯେତେ ଚାହିଁଲେ ଭୁଲି ହୁଏନା
Поcмотреть все песни артиста
Sanatçının diğer albümleri