Kishore Kumar Hits

Akshaya Mohanty - Twincity Queen şarkı sözleri

Sanatçı: Akshaya Mohanty

albüm: Ae Mora Sesa Geta


Twincity Queen ହେ ଲୋରା
ଲୋରା-ଲୋରା-ଲୋରା-ଲୋରା
ହେ ଲୋରା
Twincity Queen ହେ ଲୋରା
ଲୋରା-ଲୋରା-ଲୋରା-ଲୋରା
ହେ ଲୋରା
ମଥାରେ ଭୁବନେଶ୍ୱର ପାଦେ କଟକ ସହର
ମଥାରେ ଭୁବନେଶ୍ୱର ପାଦେ କଟକ ସହର
ମଝିରେ ମଝିରେ
ଫୁଲନଖରା ଫୁଲନଖରା
Twincity Queen ହେ ଲୋରା
ଲୋରା-ଲୋରା-ଲୋରା-ଲୋରା
ହେ ଲୋରା
Twincity Queen ହେ ଲୋରା
ଲୋରା-ଲୋରା-ଲୋରା-ଲୋରା
ହେ ଲୋରା

ତୋରି ପାଇଁ କଟକେ ହୁଏ
Traffic jam, traffic jam, traffic jam
ତତେ ପୁଣି ରାଜଧାନୀ କରୁଛି ସଲାମ କରୁଛି ସଲାମ
ଏ ପାଖରେ ତୋର କିଛି ନିଜର
ସେ ପାଖରୁ ଆସେ ପ୍ରେମ ପତର
ଏ ପାଖରେ ତୋର କିଛି ନିଜର
ସେ ପାଖରୁ ଆସେ ପ୍ରେମ ପତର
ମଝିରେ ମଝିରେ
କିଛି ବାତରା କିଛି ବାତରା
Twincity Queen ହେ ଲୋରା
ଲୋରା-ଲୋରା-ଲୋରା-ଲୋରା
ହେ ଲୋରା
Twincity Queen ହେ ଲୋରା
ଲୋରା-ଲୋରା-ଲୋରା-ଲୋରା
ହେ ଲୋରା

କଟକରେ ଥାଉ ଯେବେ
ତୁ ଆକାଶବାଣୀ ତୁ ଆକାଶବାଣୀ
ଦୂରଦରଶନ ହେଉ ଗଲେ
ରାଜଧାନୀ ହାଏ ରାଜଧାନୀ
ଏ ପାଖେ ଚାକିରୀ ସେ ପାଖେ ଘର
ଏ ପାଖରେ ମନ ସେ ପାଖେ ନଜର
ଏ ପାଖେ ଚାକିରୀ ସେ ପାଖେ ଘର
ଏ ପାଖରେ ମନ ସେ ପାଖେ ନଜର
ମଝିରେ ମଝିରେ
ପୁରା ଖତରା ପୁରା ଖତରା
Twincity Queen ହେ ଲୋରା
ଲୋରା-ଲୋରା-ଲୋରା-ଲୋରା
ହେ ଲୋରା
Twincity Queen ହେ ଲୋରା
ଲୋରା-ଲୋରା-ଲୋରା-ଲୋରା
ହେ ଲୋରା
ମଥାରେ ଭୁବନେଶ୍ୱର ପାଦେ କଟକ ସହର
ମଥାରେ ଭୁବନେଶ୍ୱର ପାଦେ କଟକ ସହର
ମଝିରେ ମଝିରେ
ଫୁଲନଖରା ଫୁଲନଖରା
Twincity Queen ହେ ଲୋରା
ଲୋରା-ଲୋରା-ଲୋରା-ଲୋରା
ହେ ଲୋରା
Twincity Queen ହେ ଲୋରା
ଲୋରା-ଲୋରା-ଲୋରା-ଲୋରା
ହେ ଲୋରା

Поcмотреть все песни артиста

Sanatçının diğer albümleri

Benzer Sanatçılar