Akshaya Mohanty - Mun Tate Bhala Pae şarkı sözleri
Sanatçı:
Akshaya Mohanty
albüm: Ae Mora Sesa Geta
ମୁଁ ତତେ ଭଲପାଏ
ଏଇଥି ପାଇଁ ହାଏ ଏଇଥି ପାଇଁ
ମୁଁ ତତେ ଭଲପାଏ
ଏଇଥି ପାଇଁ ହାଏ ଏଇଥି ପାଇଁ
ତୋର ନାହିଁ ର ମାନେ ହଁ
ଆଉ ହଁ ର ମାନେ ନାହିଁ
ମୁଁ ତତେ ଭଲପାଏ
ଏଇଥି ପାଇଁ ହାଏ ଏଇଥି ପାଇଁ
ମୁଁ ତତେ ଭଲପାଏ
ଏଇଥି ପାଇଁ ହାଏ ଏଇଥି ପାଇଁ
♪
ନାଇଁ ନାଇଁ ବୋଲି ଯେତେ କହିଲେ ବି
ଚାଲି ଆସୁ ଦେଖିବାକୁ
କଥା ସବୁ ମୋର ଭଲ ଲାଗେ ତତେ
ଆଉ ଥରେ ଶୁଣିବାକୁ
ନାଇଁ ନାଇଁ ବୋଲି ଯେତେ କହିଲେ ବି
ଚାଲି ଆସୁ ଦେଖିବାକୁ
କଥା ସବୁ ମୋର ଭଲ ଲାଗେ ତତେ
ଆଉ ଥରେ ଶୁଣିବାକୁ
ମୁଁ ତତେ ଭଲପାଏ
ଏଇଥି ପାଇଁ ହାଏ ଏଇଥି ପାଇଁ
ମୁଁ ତତେ ଭଲପାଏ
ଏଇଥି ପାଇଁ ହାଏ ଏଇଥି ପାଇଁ
ମରିବି ମରିବି କହି ମୋ ପାଇଁ ରହିବୁ ଜୀଇଁ ଜୀଇଁ ଜୀଇଁ ଜୀଇଁ
ମୁଁ ତତେ ଭଲପାଏ
ଏଇଥି ପାଇଁ ହାଏ ଏଇଥି ପାଇଁ
ମୁଁ ତତେ ଭଲପାଏ
ଏଇଥି ପାଇଁ ହାଏ ଏଇଥି ପାଇଁ
♪
ଆସିଲା ବେଳକୁ ହସି ହସି ଆସୁ
ଗଲା ବେଳେ ମୁହଁ ଭାରି
ପଚାରିଲେ କହୁ ଦେଖିବିନି ଆଉ
କାଲି କାଳେ ଯିବି ମରି
ଆସିଲା ବେଳକୁ ହସି ହସି ଆସୁ
ଗଲା ବେଳେ ମୁହଁ ଭାରି
ପଚାରିଲେ କହୁ ଦେଖିବିନି ଆଉ
କାଲି କାଳେ ଯିବି ମରି
ମୁଁ ତତେ ଭଲପାଏ
ଏଇଥି ପାଇଁ ହାଏ ଏଇଥି ପାଇଁ
ମୁଁ ତତେ ଭଲପାଏ
ଏଇଥି ପାଇଁ ହାଏ ଏଇଥି ପାଇଁ
ସବୁଦିନେ କହୁ ଭୁଲିଯିବି ଦିନଟିଏ ଭୁଲୁ ନାହିଁ ନାହିଁ ନାହିଁ ନାହିଁ
ମୁଁ ତତେ ଭଲପାଏ
ଏଇଥି ପାଇଁ ହାଏ ଏଇଥି ପାଇଁ
ମୁଁ ତତେ ଭଲପାଏ
ଏଇଥି ପାଇଁ ହାଏ ଏଇଥି ପାଇଁ
ତୋର ନାହିଁ ର ମାନେ ହଁ
ଆଉ ହଁ ର ମାନେ ନାହିଁ ନାହିଁ ନାହିଁ
ମୁଁ ତତେ ଭଲପାଏ
ଏଇଥି ପାଇଁ ହାଏ ଏଇଥି ପାଇଁ
ମୁଁ ତତେ ଭଲପାଏ
ଏଇଥି ପାଇଁ ହାଏ ଏଇଥି ପାଇଁ
Поcмотреть все песни артиста
Sanatçının diğer albümleri