Akshaya Mohanty - Kebena Kebe şarkı sözleri
Sanatçı:
Akshaya Mohanty
albüm: Ae Mora Sesa Geta
କେବେ ନା କେବେ
କେହି ନା କେହି
ଦେଖା ହେବା ର ଥିଲା
ହେଲା ଭଲ ହେଲା
କେବେ ନା କେବେ
କେହି ନା କେହି
ଦେଖା ହେବା ର ଥିଲା
ହେଲା ଭଲ ହେଲା
ପଚାରନା ମତେ ସେ କେମିତି ଦିଶେ
ସେ କେମିତି କହେ
କେବେ ନା କେବେ
ଆକାଶେ ହସି ଜହ୍ନ ଊଈଁବା ଥିଲା ଊଈଂଲା ଭଲ ହେଲା
କେବେ ନା କେବେ
କେହି ନା କେହି
ଦେଖା ହେବା ର ଥିଲା
ହେଲା ଭଲ ହେଲା
କହିନି ମତେ ମରମ କଥା
ଦେଇନି ମତେ ଟିକେ ବି ବ୍ୟଥା
ଆଖିକି ଚାହିଁ ବୁଝିଲି ମୁହିଁ
ଜନମ ତାର ମୋରି ପାଇଁ
କେବେ ନା କେବେ
ଓଠ ରେ ମୋର ଚୁମା ମିଳିବା ଥିଲା ମିଳିଲା ଭଲ ହେଲା
କେବେ ନା କେବେ
କେହି ନା କେହି
ଦେଖା ହେବାର ଥିଲା ହେଲା ଭଲ ହେଲା
ସୁଖ କି ଦୁଃଖ ନଥିଲି ଜାଣି
ପାଇ ମୁଁ ତାକୁ ପାରିଲି ଚିହିଁ
ସେଇ ତ ମୋର ମାନସୀ ଏକା
ଆଖିରେ ତାର ମୁଁ କଜଳ ରେଖା
କେବେ ନା କେବେ
କାହିଁ ନା କାହିଁ
ଲୁହ ଝରିବା ଥିଲା ଝରିଲା
କେବେ ନା କେବେ
କେହି ନା କେହି
ଦେଖା ହେବାର ଥିଲା ହେଲା ଭଲ ହେଲା
ପଚାର ନା ମତେ ସେ କେମିତି ଦିଶେ
ସେ କେମିତି କହେ
କେବେ ନା କେବେ
ଆକାଶେ ହସି ଜହ୍ନ ଊଈଁବା ଥିଲା ଊଈଂଲା ଭଲ ହେଲା
କେବେ ନା କେବେ
କେହି ନା କେହି
ଦେଖା ହେବାର ଥିଲା ହେଲା ଭଲ ହେଲା
କେବେ ନା କେବେ
କେହି ନା କେହି
ଦେଖା ହେବାର ଥିଲା ହେଲା ଭଲ ହେଲା
Поcмотреть все песни артиста
Sanatçının diğer albümleri