Akshaya Mohanty - Ki Sundara Aha şarkı sözleri
Sanatçı:
Akshaya Mohanty
albüm: Puni Thare Bhajan Vol 2
କି ସୁନ୍ଦର ଆହା କି ଆନନ୍ଦମୟ
ଏହି ବିଶାଳ ସଂସାର
ଧନ୍ୟ ମହାପ୍ରଭୁ ମହିମା ତୁମ୍ଭର
ଅଟେ ଅନନ୍ତ ଅପାର
ଅଟେ ଅନନ୍ତ ଅପାର
ସୂର୍ଯ୍ୟ, ଚନ୍ଦ୍ର, ତାରା ତୁମରି ଆଜ୍ଞାରେ
ବରଷନ୍ତି ଜ୍ୟୋତି ରାଶି
ସୂର୍ଯ୍ୟ, ଚନ୍ଦ୍ର, ତାରା ତୁମ୍ଭରି ଆଜ୍ଞାରେ
ବରଷନ୍ତି ଜ୍ୟୋତି ରାଶି
ତୁମରି କୁସୁମ ପ୍ରତି ପ୍ରଭାତରେ
ହସଇ ଆନନ୍ଦେ ଭାଷି
ଧନ୍ୟ ମହାପ୍ରଭୁ ମହିମା ତୁମର
ଅଟେ ଅନନ୍ତ ଅପାର
ଅଟେ ଅନନ୍ତ ଅପାର
ଦିଅ ଭକ୍ତି ପ୍ରଭୁ ହୃଦୟେ ମୋହର
ବିରାଜ ନିତ୍ୟ ତହିଁରେ
ଦିଅ ଭକ୍ତି ପ୍ରଭୁ ହୃଦୟେ ମୋହର
ବିରାଜ ନିତ୍ୟ ତହିଁରେ
ସତ୍ୟ ପଥେ ରହି ତୁମ୍ଭରି ଆଶ୍ରାରେ
ଯାଉ ମୋ ଦିନ ମହୀରେ
ଧନ୍ୟ ମହାପ୍ରଭୁ ମହିମା ତୁମ୍ଭର
ଅଟେ ଅନନ୍ତ ଅପାର
ଅଟେ ଅନନ୍ତ ଅପାର
କି ସୁନ୍ଦର ଆହା କି ଆନନ୍ଦମୟ
ଏହି ବିଶାଳ ସଂସାର
ଧନ୍ୟ ମହାପ୍ରଭୁ ମହିମା ତୁମର
ଅଟେ ଅନନ୍ତ ଅପାର
ଅଟେ ଅନନ୍ତ ଅପାର
ଅଟେ ଅନନ୍ତ ଅପାର
ଅଟେ ଅନନ୍ତ ଅପାର
Поcмотреть все песни артиста
Sanatçının diğer albümleri