Akshaya Mohanty - Sikari Sikari Tu Emti Sikari şarkı sözleri
Sanatçı:
Akshaya Mohanty
albüm: Puni Thare Romantic Song Vol 7
ଆହାଃ
ଶିକାରୀ ଶିକାରୀ ତୁ ଏମତି ଶିକାରୀ
ଶିକାରୀ ଶିକାରୀ ତୁ ଏମତି ଶିକାରୀ
ମତେ ପାରୁନୁ କି ଧରି, କି ପାରୁନୁ କି ମାରି
ମତେ ପାରୁନୁ କି ଧରି, କି ପାରୁନୁ କି ମାରି
ଆରେ ନିଶାଣ ଭେଦିଲେ ଜାଣିବି ସିନା ମୁଁ
ତୋର କାରିଗରୀ, କାରିଗରୀ
ତୋର କାରିଗରୀ
ଶିକାରୀ ଶିକାରୀ ତୁ ଏମତି ଶିକାରୀ
ଶିକାରୀ ଶିକାରୀ ତୁ ଏମତି ଶିକାରୀ
ହାଆଃ, ଆଖିକୁ ମାରିବୁ ଯଦି ରଖୁବୁ ବାଜି
ପାରିବି ଯେମିତି ତତେ ଥରୁଟେ ଦେଖୂ
ହାଆଃ, କାନକୁ ମାରିବୁ ଯଦି ରଖୁବୁ ପ୍ରାଣ
ଶୁଣିବି ଯେମିତି ଥରେ ତୋହରି ନାମ
ଛାତିକୁ ମାରିବୁ ଯଦି ଯିବି ମରି, ଯିବି ମରି
ଶିକାରୀ ଶିକାରୀ ତୁ ଏମତି ଶିକାରୀ
ଶିକାରୀ ଶିକାରୀ ତୁ ଏମତି ଶିକାରୀ
ଏ ତୀର ତ କିଛି ନୁହେଁ ସେ ତୀର ଆଗେ
ରକତର ମାଗେ ଯିଏ ସେନେହ ମାଗେ
ଏ ତୀର ତୋ ବାଜିଲେ ବି ଯିବିନି ମରି
ସେ ତୀର ତୋ ଛୁଇଁଦେଲେ ଯିବି ମୁଁ ସରି
ଏ ତୀର ମୋ ନିଶା ଅବା ଯିବ ମରି, ଯିବ ମରି
ଶିକାରୀ ଶିକାରୀ ତୁ ଏମତି ଶିକାରୀ
ଶିକାରୀ ଶିକାରୀ ତୁ ଏମତି ଶିକାରୀ
ମତେ ପାରୁନୁ କି ଧରି, କି ପାରୁନୁ କି ମାରି
ମତେ ପାରୁନୁ କି ଧରି, କି ପାରୁନୁ କି ମାରି
ଆରେ ନିଶାଣ ଭେଦିଲେ ଜାଣିବି ସିନା ମୁଁ
ତୋର କାରିଗରୀ, କାରିଗରୀ
ତୋର କାରିଗରୀ
ଶିକାରୀ ଶିକାରୀ ତୁ ଏମତି ଶିକାରୀ
ଶିକାରୀ ଶିକାରୀ ତୁ ଏମତି ଶିକାରୀ
Поcмотреть все песни артиста
Sanatçının diğer albümleri