Kishore Kumar Hits

Akshaya Mohanty - Kede Sundaria Kaliaa şarkı sözleri

Sanatçı: Akshaya Mohanty

albüm: Kalia Gosain


କେଡେ ସୁନ୍ଦରିଆ କାଳିଆ
କେଡେ ସୁନ୍ଦରିଆ କାଳିଆ
ବସିଛି ବଡଦେଉଳେ
ବସିଛି ବଡଦେଉଳେ
ରଙ୍ଗା ଅଧରରେ ହସିଦେଇ ଥରେ
ରଙ୍ଗା ଅଧରରେ ହସିଦେଇ ଥରେ
ପତିତଙ୍କୁ ହାତ ଠାରେ
କେଡେ ସୁନ୍ଦରିଆ କାଳିଆ
କେଡେ ସୁନ୍ଦରିଆ କାଳିଆ

ପତିତ ଆରତ ଶୁଣିବାକୁ ପରା
ପତିତ ଆରତ ଶୁଣିବାକୁ ପରା
ଡେରି କାନ ନିରନ୍ତରେ
ଶୁଆ ପରି ଝୁଣ୍ଟି ପତିତ ଚାଲନ୍ତି
ଶୁଆ ପରି ଝୁଣ୍ଟି ପତିତ ଚାଲନ୍ତି
କେତେ ଦିନୁ ନୀଳାଚଳେ
ସାରା ଜୀବନର ସାଥି ଅଟେ ସିନା
ସାରା ଜୀବନର ସାଥି ଅଟେ ସିନା
ତା'ପରି କିଏ ଅଛି ରେ?
କେଡେ ସୁନ୍ଦରିଆ କାଳିଆ
କେଡେ ସୁନ୍ଦରିଆ କାଳିଆ
କେଡେ ସୁନ୍ଦରିଆ କାଳିଆ
କେଡେ ସୁନ୍ଦରିଆ କାଳିଆ
କେଡେ ସୁନ୍ଦରିଆ କାଳିଆ
କେଡେ ସୁନ୍ଦରିଆ କାଳିଆ

Поcмотреть все песни артиста

Sanatçının diğer albümleri

Benzer Sanatçılar