M.M.Manasi - Tora Udi Udi Jaien şarkı sözleri
Sanatçı:
M.M.Manasi
albüm: Chand Na Tume Tara
ତୋର ଉଡ଼ି ଉଡ଼ି ଯାଏ କାନି
ତୋର ଉଡ଼ି ଉଡ଼ି ଯାଏ କାନି
ଫଗୁଣ ଆସିଲା
ଚୁପି ଚୁପି ମୋ ମନକଥା ସେ ତୋ କାନେ କହିଲା
ହୋହୋ-ହୋ-ହୋ-ହୋ-ହୋ
ଲାଲା-ଲା-ଲା-ଲା-ଲା
ହୁଁ-ହୁଁ-ହୁଁ-ହୁଁ-ହୁଁ
ମୋର ନାଚି ନାଚି ଯାଏ ମନ
ଫଗୁଣ ଆସିଲା
ଚୁପି ଚୁପି ମୋ ମନକଥା ସେ ତୋ କାନେ କହିଲା
ଦେଖା ନ ହେଲେ ତୋର
ଆହା ଦିନ ବିତେନା ମୋର, ମନ ବୁଝେନା
ମୁଁ କି ଜାଣେନା?
ଆରେ ବାଃ ଜାଣି ଅଜଣା (ଯା')
ଆରେ ନା,ନା, ନା, ନା
ହେ ଦେଖା ନ ହେଲେ ତୋର
ଆହା ଦିନ ବିତେନା ମୋର, ମନ ବୁଝେନା
ଉହୁଁ ମୁଁ କି ଜାଣେନା?
ଆରେ ବାଃ.ଜାଣି ଅଜଣା (ଯା')
ଆରେ ନା,ନା, ନା, ନା
ଆଲୋ ପ୍ରୀତିଝରା ରଙ୍ଗ ନେଇ
ହଁ ପ୍ରୀତିଝରା ରଙ୍ଗ ନେଇ
ଫଗୁଣ ଆସିଲା
ଚୁପି ଚୁପି ମୋ ମନକଥା ସେ ତୋ କାନେ କହିଲା
ହୋହୋ-ହୋ-ହୋ-ହୋ-ହୋ
ଲାଲା-ଲା-ଲା-ଲା-ଲା
ହୁଁ-ହୁଁ-ହୁଁ-ହୁଁ-ହୁଁ
ତତେ ଦେଖୁଲା ଦିନୁ
ମୁଁ ଯେ ଦେଲି ପାଶୋରି ମନୁ
ସାରା ଦୁନିଆ
ଯା', ତୁ ଟା ମିଛୁଆ
ଆହାଃ ଗୋରୀ ମାନିଯା
ଆରେ ଯା', ଯା', ଯା', ଯା'
ହେ.ତତେ ଦେଖୁଲା ଦିନୁ
ମୁଁ ଯେ ଦେଲି ପାଶୋରି ମନୁ
ସାରା ଦୁନିଆ
ଯା', ତୁ ଟା ମିଛୁଆ
ଆହାଃ ଗୋରୀ ମାନିଯା
ଆରେ ଯା', ଯା', ଯା', ଯା'
ଆଲୋ ଫୁଲେଇ ତୁ କେତେ ହେଉ?
ହଁ ଫୁଲେଇ ତୁ କେତେ ହେଉ?
ଫଗୁଣ ଆସିଲା
ଚୁପି ଚୁପି ମୋ ମନକଥା ସେ ତୋ କାନେ କହିଲା
ହୋହୋ-ହୋ-ହୋ-ହୋ-ହୋ
ଲାଲା-ଲା-ଲା-ଲା-ଲା
ହୁଁ-ହୁଁ-ହୁଁ-ହୁଁ-ହୁଁ
ହୋହୋ-ହୋ-ହୋ-ହୋ-ହୋ
ଲାଲା-ଲା-ଲା-ଲା-ଲା
ହୁଁ-ହୁଁ-ହୁଁ-ହୁଁ-ହୁଁ
ହୋହୋ-ହୋ-ହୋ-ହୋ-ହୋ
ଲାଲା-ଲା-ଲା-ଲା-ଲା
ହୁଁ-ହୁଁ-ହୁଁ-ହୁଁ-ହୁଁ
Поcмотреть все песни артиста
Sanatçının diğer albümleri