Biswajit Mahapatra - Nazara şarkı sözleri
Sanatçı:
Biswajit Mahapatra
albüm: Nazara
ଯେବେଠୁ ପଡ଼ିଛି ତୋ ଉପରେ ମୋ ନଜର (ନଜର)
ଚେହେରା ଭଲ ଲାଗୁନି ରେ ମତେ ଆଉ କାହାର (କାହାର)
ଯେବେଠୁ ପଡ଼ିଛି ତୋ ଉପରେ ମୋ ନଜର (ନଜର)
ଚେହେରା ଭଲ ଲାଗୁନି ରେ ମତେ ଆଉ କାହାର (କାହାର)
ତୁ କରିଦେଲୁ ମତେ କି ମନ୍ତର? (ମନ୍ତର)
ତତେ ଦେଖିବାକୁ ମନ ହୁଏ ଅଧିର (ଅଧିର)
ଯୁଆଡ଼େ ଯାଉଛି, ତୋ ଛବି ଦିଶୁଛି
କାହିଁକି ଲାଗୁଛୁ ତୁ ନିଜର?
ଯେବେଠୁ ପଡ଼ିଛି ତୋ ଉପରେ ମୋ ନଜର (ନଜର)
ଚେହେରା ଭଲ ଲାଗୁନିରେ ମତେ ଆଉ କାହାର (କାହାର)
ତୁ କରିଦେଲୁ ମତେ କି ମନ୍ତର? (ମନ୍ତର)
ତତେ ଦେଖିବାକୁ ମନ ହୁଏ ଅଧିର (ଅଧିର)
♪
ନୀଳ-ନୀଳ ଆଖି ତୋର
ମନ ଚୋରି କଲା ମୋର
ନାଲି-ନାଲି ଓଠରେ ତୁ, ଛୁଏଇଁ ଯା ଓଠ ମୋର
ହୁଁ, ନୀଳ-ନୀଳ ଆଖି ତୋର
ମନ ଚୋରି କଲା ମୋର
ନାଲି-ନାଲି ଓଠରେ ତୁ, ଛୁଏଇଁ ଯା ଓଠ ମୋର
ମିଠା ତୋ ହସ, ଉଫ୍ ୟେ ଲାଜ
କରିଲୁ ମତେ ତୁ ପାଗଳ (ପାଗଳ)
ଯେବେଠୁ ପଡ଼ିଛି ତୋ ଉପରେ ମୋ ନଜର (ନଜର)
ଚେହେରା ଭଲ ଲାଗୁନିରେ ମତେ ଆଉ କାହାର (କାହାର)
ତୁ କରିଦେଲୁ ମତେ କି ମନ୍ତର? (ମନ୍ତର)
ତତେ ଦେଖିବାକୁ ମନ ହୁଏ ଅଧିର (ଅଧିର)
♪
ସରଗର ପରୀ ତୁ ନା ତୁ ଅପସରୀ?
ତୋ ପାଖେ ଗଲି ମୁଁ ହୃଦୟ ହାରି
ହୁଁ, ସରଗର ପରୀ ତୁ ନା ତୁ ଅପସରୀ?
ତୋ ପାଖେ ଗଲି ମୁଁ ହୃଦୟ ହାରି
ପ୍ରେମର ବର୍ଷା ହବ ରେ ଆଜି
ତୁ ହେଲେ ମାଟି ମୁଁ ଅମ୍ବର (ଅମ୍ବର)
ଯେବେଠୁ ପଡ଼ିଛି ତୋ ଉପରେ ମୋ ନଜର (ନଜର)
ଚେହେରା ଭଲ ଲାଗୁନିରେ ମତେ ଆଉ କାହାର (କାହାର)
ତୁ କରିଦେଲୁ ମତେ କି ମନ୍ତର? (ମନ୍ତର)
ତତେ ଦେଖିବାକୁ ମନ ହୁଏ ଅଧିର (ଅଧିର)
Поcмотреть все песни артиста
Sanatçının diğer albümleri