Kishore Kumar Hits

Nil Sagar - Tor Paayaliaa şarkı sözleri

Sanatçı: Nil Sagar

albüm: Tor Paayaliaa


ଦିଲ୍ ଦିୱାନା ହାଏ ରେ ସୁନା
ତୋର୍ ଲାଗି ଇ ଗାଉଛେ गाना
जान-ए-जाना, ए, हसीना
ତୁଇ ଆଉ ମୋର୍ ସୁନକୁ ସୁନା
ତୁଇ ମୋର୍ ଦିଲ୍, ତୁଇ ମୋର୍ जान
ତୁଇ ମୋର୍ जान-ए-जाना
ଛମଛମ୍-ଛମଛମ୍, ଛମଛମ୍-ଛମଛମ୍
ହାଏ ତୋର୍ पायलियाँ
ହାଏ ତୋର୍ पायलियाँ
ହାଏ ତୋର୍ पायलियाँ
ହାଏ ତୋର୍ पायलियाँ
ହାଏ ରେ ରସିଆ ପିଲା, କଥା କହେସୁ ରସିଲା
ତୋର୍ ଠାନେ, ହଁ, ମୁଁ ତୋର୍ ଠାନେ
ଏ ମୋର୍ ତୋର୍ ଠାନେ ଫସିଗଲା
ଛମଛମ୍-ଛମଛମ୍, ଛମଛମ୍-ଛମଛମ୍
ହାଏ ମୋର୍ पायलियाँ
ହାଏ ମୋର୍ पायलियाँ
ହାଏ ମୋର୍ पायलियाँ
ହାଏ ମୋର୍ पायलियाँ
बाज़ीगर ମୁଇଁ दिलवाला, ମୋର୍ जान ବାଜି ଲଗେଇ ତୋତେ लैला
ଇ ଦୁନିଆଁ ନଜରେ ଚୁରେଇ ଦେମି, oh, baby (ଚୁରେଇ ଦେମି oh, baby)
ଏ ମୋର୍ ସୁନ୍ଦରା बाज़ीगर, दीवाना दिलबर
ରଜନୀ ଲାଗୁଛେଁ, ହାଏ, ତୋର୍ ପେମର୍ असर
ଛମଛମ୍-ଛମଛମ୍, ଛମଛମ୍-ଛମଛମ୍
ହାଏ ମୋର୍ पायलियाँ
ହାଏ ମୋର୍ पायलियाँ
ହାଏ ତୋର୍ पायलियाँ
ହାଏ ତୋର୍ पायलियाँ
ସୁନା ଲେକ୍ଷେଁ ତୋର୍ ଗୋରା वदन
ବଢିଯାଉଛେ ମୋର୍ दीवानापन
ଇ लाड़ला, ତୋର୍ ପାଗଲା ବନେଇଦେବା ତୋତେ दुल्हन (ବନେଇଦେବା ତୋତେ दुल्हन)
ଲାଜେ-ଲାଜେ ଗଲି ମରି, ତୋର୍ सरारत ଦେଖିକରି
ଗାଇଦେ ପ୍ରେମର୍ ଧୁନ୍, ନାଚୁଥିମା ଗରମା-ଉରି
ଛମଛମ୍-ଛମଛମ୍, ଛମଛମ୍-ଛମଛମ୍
ହାଏ ମୋର୍ पायलियाँ
ହାଏ ମୋର୍ पायलियाँ
ହାଏ ତୋର୍ पायलियाँ
ହାଏ ତୋର୍ पायलियाँ

Поcмотреть все песни артиста

Sanatçının diğer albümleri

Benzer Sanatçılar