Kishore Kumar Hits

Nil Sagar - Misti Sona şarkı sözleri

Sanatçı: Nil Sagar

albüm: Misti Sona


ତୋର୍ दिलवर ବନେଇଦେ ରେ ସୁନା ମୋତେ, ମୋତେ
ତୋର୍ दिलवर ବନେଇଦେ ରେ ସୁନା ମୋତେ, ମୋତେ
ତୋର इश्क़ ର ଯାଦୁ ଶିଖେଇଦେ ଲୋ ମୋତେ, ମୋତେ
ଇଶାରା ତୋର୍ ଵଲ୍ଲା-ଵଲ୍ଲା
Love ର ନିଶା ଲଗେଇଦେଲା
ହାଏ, ତୋର୍ ସୁନ୍ଦରୀ नैना
ହେ ମୋର୍ ମିଷ୍ଟି सोना
ହେ ମୋର୍ ମିଷ୍ଟି सोना
ମୁଇଁ हसीना, ओ रे जाना
ସୁନ୍ଦରୀ ସୁନ୍ଦରୀ ହାଏ ମୋର୍ नैना
इश्क़ ଯାଦୁ ଶିଖେଇଦେମି, ତତେ ହାଏ ରେ ମୋର୍ ସିଆନା
ଶୁନ୍-ଶୁନ୍ ମୋର୍ ଦିୱାନା
ମୁଇଁ ତୋର୍ ମିଷ୍ଟି सोना
ମୁଇଁ ତୋର୍ ମିଷ୍ଟି सोना
ହାଏ ରେ ମୋର୍ ମିଷ୍ଟି सोना
ରୋମିଓ romantic-hero, ମୁଇଁ ଆଇଲା ତୋର୍ ରାଜାବାବୁ
ତୋର୍ ଦିଲଥି କରି हिफ़ाज़त, ଏ ମୋର୍ ପାଗିଲି ରଖିଥିବୁ
ହଁ ରେ ହଁ ମୋର୍ romantic-hero, ଏ ଦିଲଥି ତୁଇ ମୋର୍ ବସିଥିବୁ
ଏତେ ଭଲ ପାଏସି ତତେ, ଏ ମୋର୍ ପାଗଲା ଜାନିଥିବୁ
ओ रे ओ हसीना
ତୋର love निशाना ମୋର୍ ଦିଲକେ କରିଛେ छल्ली जाना
ହେ ମୋର୍ ମିଷ୍ଟି सोना
ମୁଇଁ ତୋର୍ ମିଷ୍ଟି सोना
ଏହେ-ହେ, ହେ ମୋର୍...
आसमान ପରୀ ତୁଇ ଲୋ
ମୋର୍ ସୁନ୍ଦରୀ ରାନୀ ଉର୍ବଶୀ
सुक्रिया ओ साहेबा
ମୋର୍ ज़िन्दगी କେ ଗଲୁ ଆସି
ସୁନ୍ଦର୍ତ୍ତାର ମୁଇଁ मूरत
ମୋତେ ବନେଇ ଉପରବାଲା ପଠେଇଛେ ରେ ଇ धरती କେ
ତୋର୍ ଲାଗି ରେ ମୋର୍ दिलवाला
मौसम सुहाना, दिल आशिक़ाना
ମୋର୍ जान ନେଉଛେ ତୋର୍ शरमाना
ହେ ମୋର୍ ମିଷ୍ଟି सोना
ମୁଇଁ ତୋର୍ ମିଷ୍ଟି सोना
ହଁ-ହଁ-ହଁ-ହଁ, ମୁଇଁ ତୋର୍ ମିଷ୍ଟି सोना
ହଁ, ତୁଇ ମୋର୍ ମିଷ୍ଟି सोना
ମିଷ୍ଟି सोना

Поcмотреть все песни артиста

Sanatçının diğer albümleri

Benzer Sanatçılar