Humane Sagar - Jhipi Jhipi Meghare şarkı sözleri
Sanatçı:
Humane Sagar
albüm: Jhipi Jhipi Meghare
ଝିପି-ଝିପି ମେଘରେ, ଚାଲିଗଲା ଆଗରେ
ସୁକୁମାରୀ ଝିଅଟିଏ
ଭିଯୁଥିଲା ଲାଜରେ, ଗୋଲାପି ସେ ସଞ୍ଜରେ
କେଜାଣି ସେ ଥିଲା କିଏ
ବୁଝିବାକୁ ଇଛାହେଲା ନାଆଁ, ଗାଆଁ ତାର
ପଚାରିଲି କିଏ ତୁ ଲୋ କଉଠି ତୋ ଘର
ଚୁପ୍ ରହି ମାରିଦେଲା ହାଏ
ଝିପି-ଝିପି ମେଘରେ, ଚାଲିଗଲା ଆଗରେ
ସୁକୁମାରୀ ଝିଅଟିଏ
ଭିଯୁଥିଲା ଲାଜରେ, ଗୋଲାପି ସେ ସଞ୍ଜରେ
କେଜାଣି ସେ ଥିଲା କିଏ
ସେଇ ଥରୁଟିଏ ଦେଖାରେ
ଫୁଲ ସାଥେ ହେଲା ଧୋକାରେ
ହୋ ଦେଇ କିଛି ମିଠା ଇଶାରା
ଚାଲିଗଲା କରି ଏକାରେ
ସେଇ ଝିଅ ଆଉ ଦିନେ ହେଇଗଲା ଭେଟ
ଆକାଶଟା ଫର୍ଚା ଥିଲା ନିଛାଟିଆ ବାଟ
ନ ଚିହ୍ନିଲା ପରି ହେଲା ସିଏ
ଝିପି-ଝିପି ମେଘରେ, ଚାଲିଗଲା ଆଗରେ
ସୁକୁମାରୀ ଝିଅଟିଏ
ଭିଯୁଥିଲା ଲାଜରେ, ଗୋଲାପି ସେ ସଞ୍ଜରେ
କେଜାଣି ସେ ଥିଲା କିଏ
ଜାଣିଲି ମୁଁ ପ୍ରଥମ ଥର
ସିଏ ସାଙ୍ଗ ଘର ପାଖର
ହେ, ମୋ ସାଙ୍ଗ ଗାଆଁ ଏଥର
ଆଗ ଠାରୁ ଲାଗେ ସୁନ୍ଦର
ଚଗଲି ତା ଓଢ଼ଣୀଟା ପବନରେ ଉଡ଼ି
ଛାତିରୁ ମୋ ହୃଦୟକୁ ନେଇଗଲା କାଢ଼ି
ତା ଆଡେ ମୁଁ ଢ଼ଳିଢ଼ଳି ଯାଏ
ଝିପି-ଝିପି ମେଘରେ, ଚାଲିଗଲା ଆଗରେ
ସୁକୁମାରୀ ଝିଅଟିଏ
ଭିଯୁଥିଲା ଲାଜରେ, ଗୋଲାପି ସେ ସଞ୍ଜରେ
କେଜାଣି ସେ ଥିଲା କିଏ
Поcмотреть все песни артиста
Sanatçının diğer albümleri