Kuldeep Pattanaik - Tu Mo Anupama şarkı sözleri
Sanatçı:
Kuldeep Pattanaik
albüm: Tu Mo Anupama
ସଜ-ସଜ ତୋ ପାଇଁ ସକାଳ
ଦେଲେ ନାଇ ତୁ ଟିକେ କଜଳ
ପ୍ରେମଭିଜା ତୋ ପାଇଁ ପବନ
ତାଜା-ତାଜା ଲାଗେ ଆଜି ଜୀବନ
ସରିଯାଏରେ ସବୁ ଭାବନା ତୋ ପାଖ ଦେଇ ଗଲେ
ତୁ ହେଇଛୁ ଏତେ ସୁନ୍ଦର ତତେ ଚାନ୍ଦ ବି ଦେଖି ଜଳେ
ଅନୁପମା ମୁଁ, ପ୍ରେମବର୍ଣ୍ଣା ମୁଁ
ତୋ ମନଗାଆଁ ର ପରୀ ଟେ ମୁଁ
ଅନୁପମା ତୁ, ପ୍ରେମବର୍ଣ୍ଣା ତୁ
ମୋ ମନଗାଆଁ ର ପରୀ ଟେ ତୁ
ତୋ ନାଁ ନେଇ-ନେଇ ନିଜକଥା ମନେନାହିଁ
କହିବାକୁ କଥା ଅଛି ହେଲେ ପାଖେ ବାସୁ ନାହିଁ
ଛୋଟପିଲା ପରି ମୋର ଏଇ ହୃଦୟରେ ରହେ
ଏମିତି ଦଉଛୁ ହସି ସବୁ ଖୁସି ଯାଏ ପାଇ
ଯେବେଯେବେରେ ମାଗେ ଅନ୍ତର ଖାଲି ଶୁଭୁଛି ଶହେଥର
ମୋ ପାଇଁରେ ଜଣେ କେବେଠୁ ହେଇ ସାରିଛି ପାଗଳ
ଅନୁପମା ମୁଁ, ପ୍ରେମବର୍ଣ୍ଣା ମୁଁ
ତୋ ମନଗାଆଁ ର ପରୀ ଟେ ମୁଁ
ଅନୁପମା ତୁ, ପ୍ରେମବର୍ଣ୍ଣା ତୁ
ମୋ ମନଗାଆଁ ର ପରୀ ଟେ ତୁ
ଅନୁପମା ତୁ, ପ୍ରେମବର୍ଣ୍ଣା ତୁ
ମୋ ମନଗାଆଁ ର ପରୀ ଟେ ତୁ
ଅନୁପମା ତୁ, ପ୍ରେମବର୍ଣ୍ଣା ତୁ
ମୋ ମନଗାଆଁ ର ପରୀ ଟେ ତୁ
Поcмотреть все песни артиста
Sanatçının diğer albümleri