Kuldeep Pattanaik - Tike Alaga şarkı sözleri
Sanatçı:
Kuldeep Pattanaik
albüm: Tike Alaga
ବାଟରେ ହଜାରେ ଝିଅ ମିଳନ୍ତି
ତୋ ପରି ସୁନ୍ଦରୀ କେହି ନୁହଁନ୍ତି
ବାଟରେ ହଜାରେ ଝିଅ ମିଳନ୍ତି
ତୋ ପରି ସୁନ୍ଦରୀ କେହି ନୁହଁନ୍ତି
କଉ ବିଧାତା ଗଢ଼ିଚି ତତେ
ଏତେ ନିଆରା ତୁ ହେଲୁ କେମିତି?
ବାଟରେ ହଜାରେ ଝିଅ ମିଳନ୍ତି
ତୋ ପରି ସୁନ୍ଦରୀ କେହି ନୁହଁନ୍ତି
ଇଏ କି ଚମକ ଖେଳୁଛି କହ ଏଇ ତୋ ମୁହଁ ସାରା
ପୁନେଇ ପୋଖଳା ତୋରି ଦେହ ବାସ୍ନାରେ ଭରାଭରା
ପୁରିବ ମନର ଅବୋଷୋଷ ଦେଲେ ତୁ ଧରା
ସରଗରୁ ତୁ ଆସିଛୁ ବୋଧେ ହେଇ ମୋ ପ୍ରେମର ନୂଆ ଅତିଥି
ବାଟରେ ହଜାରେ ଝିଅ ମିଳନ୍ତି
ତୋ ପରି ସୁନ୍ଦରୀ କେହି ନୁହଁନ୍ତି
ସ୍ବପ୍ନର ମୁହଁଲୋ ତୋଲୁଚି ଆଜି ଲୁହର ଆଲୁଅ ରେ
ପହିଲି ଶ୍ରାବଣ ମେଘରେ ଭିଜି ଆ ତୁ ଆ ଥରେ
ଦେଖିବି ତତେ ମୁଁ ବସି ରହି ତୋ ସାମ୍ନାରେ
ଗୋଟିଏ ବୋଲି ମନରେ ମୋର ରଖିଦେଲି ତତେ ମୁଁ ଆଜି ସାଇତି
ବାଟରେ ହଜାରେ ଝିଅ ମିଳନ୍ତି
ତୋ ପରି ସୁନ୍ଦରୀ କେହି ନୁହଁନ୍ତି
ବାଟରେ ହଜାରେ ଝିଅ ମିଳନ୍ତି
ତୋ ପରି ସୁନ୍ଦରୀ କେହି ନୁହଁନ୍ତି
Поcмотреть все песни артиста
Sanatçının diğer albümleri