Kishore Kumar Hits

Sailendra Samantray - Bhala Pai Gali şarkı sözleri

Sanatçı: Sailendra Samantray

albüm: Bhala Pai Gali


ତୋର ସେ ନାଲି ନାଲି ଚୁଡ଼ି
ଦେଖି ଆଜି ଗଲି ମୁଁ ହଜି
ତୋର ସେ ହଲି ହଲି ଚାଲି
ଟାଣି ନିଏ ମୋତେ ଆଜି
ତୋର ସେ ନାଲି ନାଲି ଚୁଡ଼ି
ଦେଖି ଆଜି ଗଲି ମୁଁ ହଜି
ତୋର ସେ ହଲି ହଲି ଚାଲି
ଟାଣି ନିଏ ମୋତେ ଆଜି
ଭୁଲିଯାଏ ସବୁ କିଛି, ତୋ ସାଥେ ମୁଁ ଚାଲୁଥିଲେ
ହଜିଯାଏ ସବୁକିଛି, ତୁ ବୁଲି ହସିଦେଲେ
ଭଲ ପାଇଗଲି, ତୋତେ ପ୍ରଥମ ଦେଖାରେ
ରଖିଦେଲି ତୋତେ, ଏଇ ଆଖି ପଲକରେ
ଭଲ ପାଇଗଲି, ତୋତେ ପ୍ରଥମ ଦେଖାରେ
ରଖିଦେଲି ତୋତେ, ଏଇ ଆଖି ପଲକରେ
ତୋ ଦୁଷ୍ଟାମୀ ଭଲ ଲାଗେ, କାହିଁ ମୁଁ ଜାଣେନା
ତୋତେ ଟିକେ ଦେଖିବାକୁ କାହିଁ ଖୋଜେ ବାହାନା?
ତୋ ଦୁଷ୍ଟାମୀ ଭଲ ଲାଗେ, କାହିଁ ମୁଁ ଜାଣେନା
ତୋତେ ଟିକେ ଦେଖିବାକୁ ମନ ଖୋଜେ ବାହାନା
ଓଃ, ଲାଗିଯାଉ ରଙ୍ଗ ଟିକେ, ଏଇ ମୋ ଜୀବନରେ
କହିଦିଏ ମନ କଥା, ଆଜି ତୁମ ପାଖରେ
ଭୁଲିଯାଏ ସବୁ କିଛି, ତୋ ସାଥେ ମୁଁ ଚାଲୁଥିଲେ
ହଜିଯାଏ ସବୁକିଛି, ତୁ ବୁଲି ହସିଦେଲେ
ଭଲ ପାଇଗଲି, ତୋତେ ପ୍ରଥମ ଦେଖାରେ
ରଖିଦେଲି ତୋତେ, ଏଇ ଆଖି ପଲକରେ
ଭଲ ପାଇଗଲି, ତୋତେ ପ୍ରଥମ ଦେଖାରେ
ରଖିଦେଲି ତୋତେ, ଏଇ ଆଖି ପଲକରେ
(ଭଲ ପାଇଗଲି, ତୋତେ ପ୍ରଥମ ଦେଖାରେ)
(ରଖିଦେଲି ତୋତେ, ଏଇ ଆଖି ପଲକରେ)
ଭଲ ପାଇଗଲି, ତୋତେ ପ୍ରଥମ ଦେଖାରେ
ରଖିଦେଲି ତୋତେ, ଏଇ ଆଖି ପଲକରେ

Поcмотреть все песни артиста

Sanatçının diğer albümleri

Benzer Sanatçılar