Bhikhari Bala - Chhatiya Gramare Ghara şarkı sözleri
Sanatçı:
Bhikhari Bala
albüm: Bhabisya Malika
ଛତିଆ ଗ୍ରାମରେ ଘର, ଛତିଆ ଗ୍ରାମରେ ଘର
ଅମରାବତୀର ପୂର୍ବ କୋଣର
ଲୋ କଇଁଫୁଲ, କରୁଅଛି ନାରଖାର
ଲୋ କଇଁଫୁଲ, କରୁଅଛି ନାରଖାର
♪
କମଳା, କେତକୀ ଫୁଲ, କମଳା, କେତକୀ ଫୁଲ
ଦୁଇ ଭାଇ ଯେବେ ହୋଇବେ ମେଳ
ଲୋ କଇଁଫୁଲ, ସଂସାରେ ଲାଗିବ ହୋଳ
ଲୋ କଇଁଫୁଲ, ସଂସାରେ ଲାଗିବ ହୋଳ
♪
ସବୁରି ବୁଦ୍ଧି ହଜିବ, ସବୁରି ବୁଦ୍ଧି ହଜିବ
ଯୋଗିନୀ ଆସିଣ ବାଛି ଖାଇବ
ଲୋ କଇଁଫୁଲ ଦେଖୁ-ଦେଖୁ ସରିଯିବ
ଲୋ କଇଁଫୁଲ, ଦେଖୁ-ଦେଖୁ ସରିଯିବ
♪
ଆତଙ୍ଗେ ଡାକିବେ ଜନ, ଆତଙ୍ଗେ ଡାକିବେ ଜନ
ସେତେବେଳେ ହରି ଶୁଣିବେ କର୍ଣ୍ଣ
ଲୋ କଇଁଫୁଲ, ରଖିବେ ଭକତ ଜନ
ଲୋ କଇଁଫୁଲ, ରଖିବେ ଭକତ ଜନ
♪
ଭଗତ ଉଦେ ହୋଇବେ, ଭଗତ ଉଦେ ହୋଇବେ
ମେଳି କରିଣ ସେ ଲୀଳା କରିବେ
ଲୋ କଇଁଫୁଲ, ହାଡ଼ି ଚରଣ ଭଜିବେ
ଲୋ କଇଁଫୁଲ, ହାଡ଼ି ଚରଣ ଭଜିବେ
ଛତିଆ ଗ୍ରାମରେ ଘର, ଛତିଆ ଗ୍ରାମରେ ଘର
ଅମରାବତୀର ପୂର୍ବ କୋଣର
ଲୋ କଇଁଫୁଲ, କରୁଅଛି ନାରଖାର
ଲୋ କଇଁଫୁଲ, କରୁଅଛି ନାରଖାର
ଲୋ କଇଁଫୁଲ, କରୁଅଛି ନାରଖାର
Поcмотреть все песни артиста
Sanatçının diğer albümleri