Bhikhari Bala - Kete Dahibi Kanhu şarkı sözleri
Sanatçı:
Bhikhari Bala
albüm: Giri Tolia
କେତେ ଡାକିବି କାହ୍ନୁ-କାହ୍ନୁ ବୋଲି?
କେତେ ଡାକିବି କାହ୍ନୁ-କାହ୍ନୁ ବୋଲି?
ନାବେ ବସାଇ ଦେଲ ମୋତେ ପେଲି
ନାବେ ବସାଇ ଦେଲ ମୋତେ ପେଲି
କେତେ ଡାକିବି କାହ୍ନୁ-କାହ୍ନୁ ବୋଲି?
କେତେ ଡାକିବି କାହ୍ନୁ-କାହ୍ନୁ ବୋଲି?
କରିଣ ପୂର୍ବକୃପା ଭକତ କରିଲ କିମ୍ପା?
କରିଣ ପୂର୍ବକୃପା ଭକତ କରିଲ କିମ୍ପା?
ଏବେ ଅଥଳରେ ବୁଡ଼ିଲି
ଏବେ ଅଥଳରେ ବୁଡ଼ିଲି
ବିପାଦ ଭଞ୍ଜନ ନାମ ବୋହିଛ ଶୁଣିଛି କର୍ଣ୍ଣ
ବିପାଦ ଭଞ୍ଜନ ନାମ ବୋହିଛ ଶୁଣିଛି କର୍ଣ୍ଣ
ଏ ବେଳେ ଦେଖା ନପାଇଲି
କେତେ ଡାକିବି କାହ୍ନୁ-କାହ୍ନୁ ବୋଲି?
କେତେ ଡାକିବି କାହ୍ନୁ-କାହ୍ନୁ ବୋଲି?
ମୃଗୁଣୀ କୃଷ୍ଣା କରିଣୀ, କେତେ ତାରି ଅଛ ପୁଣି?
ମୃଗୁଣୀ କୃଷ୍ଣା କରିଣୀ, କେତେ ତାରି ଅଛ ପୁଣି?
ଶ୍ୟାମ ହେ, ସତ୍ୟ କିମ୍ପା ଖାଲି
ଶ୍ୟାମ ହେ, ସତ୍ୟ କିମ୍ପା ଖାଲି
ମୋତେ ନହେଲ ନାବିକ, ଏ କଣ ତୁମ୍ଭ ବିବେକ?
ମୋତେ ନ ହେଲ ନାବିକ, ଏ କଣ ତୁମ୍ଭ ବିବେକ?
କି ଦୋଷ ତୁମ୍ଭ ଠାରେ କଲି?
କେତେ ଡାକିବି କାହ୍ନୁ-କାହ୍ନୁ ବୋଲି?
କେତେ ଡାକିବି କାହ୍ନୁ-କାହ୍ନୁ ବୋଲି?
କିଏ ଅବା କିସ ଦେଲା? ମୋତେ ବାକି ନଅଣ୍ଟିଲା
କିଏ ଅବା କିସ ଦେଲା? ମୋତେ ବାକି ନଅଣ୍ଟିଲା
ଭଣ୍ଡାଅ ମୋତେ କାଲି କାଲି
ଭଣ୍ଡାଅ ମୋତେ କାଲି କାଲି
ଭିଣ୍ଡିମ ବଜାଅ ନାଥ, ପୁରି ଯିବ ମୋନରଥ
ଭିଣ୍ଡିମ ବଜାଅ ନାଥ, ପୁରି ଯିବ ମୋନରଥ
ବାଇ କି ନଇରେ ମାଇଲି
କେତେ ଡାକିବି କାହ୍ନୁ-କାହ୍ନୁ ବୋଲି?
କେତେ ଡାକିବି କାହ୍ନୁ-କାହ୍ନୁ ବୋଲି?
ନାବେ ବସାଇ ଦେଲ ମୋତେ ପେଲି
ନାବେ ବସାଇ ଦେଲ ମୋତେ ପେଲି
କେତେ ଡାକିବି କାହ୍ନୁ-କାହ୍ନୁ ବୋଲି?
କେତେ ଡାକିବି କାହ୍ନୁ-କାହ୍ନୁ ବୋଲି?
କେତେ ଡାକିବି କାହ୍ନୁ-କାହ୍ନୁ ବୋଲି?
Поcмотреть все песни артиста
Sanatçının diğer albümleri