Kishore Kumar Hits

Bhikhari Bala - Etebele Ki şarkı sözleri

Sanatçı: Bhikhari Bala

albüm: Giri Tolia


ଏତେବେଳେ କି ହେ, ବନ୍ଧୁ ପଡ଼ିଲା କି ମନେ?
ଏତେବେଳେ କି ହେ, ବନ୍ଧୁ ପଡ଼ିଲା କି ମନେ?
ଜୀବର ଜୀବନ, ଖୋଜିଲ କି ଏତେ ଦିନେ?
ଖୋଜିଲ କି ଏତେ ଦିନେ?
ବନ୍ଧୁ ପଡ଼ିଲା କି ମନେ?
ଏତେବେଳେ କି ହେ, ବନ୍ଧୁ ପଡ଼ିଲା କି ମନେ?

କରିଅଛି ଯାହା ଦୋଷ
କ୍ଷମା କରନ୍ତୁ ହୃଦେଷ
କ୍ଷେମା କରନ୍ତୁ ହୃଦେଷ
କ୍ଷମା କରନ୍ତୁ ହୃଦେଷ
ଜେଣେ ଚାହେଁ, ତେଣେ ଶୂନ୍ୟ
ଜେଣେ ଚାହେଁ, ତେଣେ ଶୂନ୍ୟ
ତୁମ୍ଭରି ବିହୁନେ, ପ୍ରଭୁ ତୁମ୍ଭରି ବିହୁନେ
ବନ୍ଧୁ ପଡ଼ିଲା କି ମନେ?
ଏତେବେଳେ କି ହେ, ବନ୍ଧୁ ପଡ଼ିଲା କି ମନେ?

ମୋ ହୃଦ କଇଁ ବାନ୍ଧବ
ତୋତେ କିଏ ସେ ବାନ୍ଧିବ?
ମୋ ହୃଦ କଇଁ ବାନ୍ଧବ
ତୋତେ କିଏ ସେ ବାନ୍ଧିବ?
ଦେବ, ନାଗ, ନର ଲୋକେ
ଦେବ, ନାଗ, ନର ଲୋକେ
ନଦୀ ସେ କେ ଜଣେ
ବନ୍ଧୁ, ନଦୀ ସେ କେ ଜଣେ
ବନ୍ଧୁ ପଡ଼ିଲା କି ମନେ?
ଏତେବେଳେ କି ହେ, ବନ୍ଧୁ ପଡ଼ିଲା କି ମନେ?

ହେ, ହୃଦ ସଂଜ୍ଞା ରମଣ
ହେ, ବିରଞ୍ଚି ନାରାୟଣ
ହେ, ବିରଞ୍ଚି ନାରାୟଣ
ହେ, ବିରଞ୍ଚି ନାରାୟଣ
କ୍ଷଣେ ନ ଭୁଲୁ ଏ ମନ
କ୍ଷଣେ ନ ଭୁଲୁ ଏ ମନ
ଶୟନେ, ସପନେ
ଏ ମନ ଶୟନେ, ସପନେ
ବନ୍ଧୁ ପଡ଼ିଲା କି ମନେ?
ଏତେବେଳେ କି ହେ, ବନ୍ଧୁ ପଡ଼ିଲା କି ମନେ?

ହେ ହୃଦ ଚାତକ ଘନ
ଚାତକି ଦୋଷ ନ ଘେନ
ଚାତକି ଦୋଷ ନ ଘେନ
ଚାତକି ଦୋଷ ନ ଘେନ
ଅଭିରାମ ପ୍ରାଣପ୍ରିୟ
ଅଭିରାମ ପ୍ରାଣପ୍ରିୟ
ପ୍ରିୟ ତମ ପ୍ରେମ ପାନେ
ପ୍ରିୟ ତମ ପ୍ରେମ ପାନେ
ବନ୍ଧୁ ପଡ଼ିଲା କି ମନେ?
ଏତେବେଳେ କି ହେ, ବନ୍ଧୁ ପଡ଼ିଲା କି ମନେ?
ଏତେବେଳେ କି ହେ, ବନ୍ଧୁ ପଡ଼ିଲା କି ମନେ?
ଜୀବର ଜୀବନ, ଖୋଜିଲ କି ଏତେ ଦିନେ?
ଖୋଜିଲ କି ଏତେ ଦିନେ?
ବନ୍ଧୁ ପଡ଼ିଲା କି ମନେ?
ଏତେବେଳେ କି ହେ, ବନ୍ଧୁ ପଡ଼ିଲା କି ମନେ?
ଏତେବେଳେ କି ହେ, ବନ୍ଧୁ ପଡ଼ିଲା କି ମନେ?

Поcмотреть все песни артиста

Sanatçının diğer albümleri

Benzer Sanatçılar