Kishore Kumar Hits

Bhikhari Bala - Namaste Grur Gobinda şarkı sözleri

Sanatçı: Bhikhari Bala

albüm: Giri Tolia


ନମସ୍ତେ ଗୁରୁ-ଗୋବିନ୍ଦ, ସଚ୍ଚିଦାନନ୍ଦ
ନମସ୍ତେ ଗୁରୁ-ଗୋବିନ୍ଦ, ସଚ୍ଚିଦାନନ୍ଦ
ତୁମ୍ଭ କୃପା ବିନା ସିନା, ଜଗତେ ଅନ୍ଧ
ତୁମ୍ଭ କୃପା ବିନା ସିନା, ଜଗତେ ଅନ୍ଧ
ନମସ୍ତେ ଗୁରୁ-ଗୋବିନ୍ଦ, ସଚ୍ଚିଦାନନ୍ଦ
ନମସ୍ତେ ଗୁରୁ-ଗୋବିନ୍ଦ, ସଚ୍ଚିଦାନନ୍ଦ

ନମସ୍ତେ ପରମ ଗୁରୁ, ନମୋ ପ୍ରେମ କଳ୍ପ-ତରୁ
ନମସ୍ତେ ପରମ ଗୁରୁ, ନମୋ ପ୍ରେମ କଳ୍ପ-ତରୁ
ତୁମ୍ଭ କୃପା ହୋଇଲେ, ହୁଏ ପୂର୍ଣାନନ୍ଦ
ତୁମ୍ଭ କୃପା ହୋଇଲେ, ହୁଏ ପୂର୍ଣାନନ୍ଦ
ନମସ୍ତେ ଗୁରୁ-ଗୋବିନ୍ଦ, ସଚ୍ଚିଦାନନ୍ଦ
ନମସ୍ତେ ଗୁରୁ-ଗୋବିନ୍ଦ, ସଚ୍ଚିଦାନନ୍ଦ

ଅଜ୍ଞାନ ତିମିରି ପରି, ଅଛ ମୋ ନୟନେ ଘାରି
ଅଜ୍ଞାନ ତିମିରି ପରି, ଅଛ ମୋ ନୟନେ ଘାରି
ଜ୍ଞାନ-ଅଞ୍ଜନକୁ ତତ୍ତ୍ଵ, କର ମୁକୁନ୍ଦ
ଜ୍ଞାନ-ଅଞ୍ଜନକୁ ତତ୍ତ୍ଵ, କର ମୁକୁନ୍ଦ
ନମସ୍ତେ ଗୁରୁ-ଗୋବିନ୍ଦ, ସଚ୍ଚିଦାନନ୍ଦ
ନମସ୍ତେ ଗୁରୁ-ଗୋବିନ୍ଦ, ସଚ୍ଚିଦାନନ୍ଦ

ଫିଟାଅ ଜ୍ଞାନ ନୟନ, ଦେଖୁ ଏ ସ୍ଥୂଳ ନୟନ
ଫିଟାଅ ଜ୍ଞାନ ନୟନ, ଦେଖୁ ଏ ସ୍ଥୂଳ ନୟନ
କେଉଁ ସୂତ୍ରେ ରହିଛନ୍ତି, ସହଜା-ନନ୍ଦ?
କେଉଁ ସୂତ୍ରେ ରହିଛନ୍ତି, ସହଜା-ନନ୍ଦ?
ନମସ୍ତେ ଗୁରୁ-ଗୋବିନ୍ଦ, ସଚ୍ଚିଦାନନ୍ଦ
ନମସ୍ତେ ଗୁରୁ-ଗୋବିନ୍ଦ, ସଚ୍ଚିଦାନନ୍ଦ

କହେ ଅଭିରାମ ବାଇ, ଅଳି ହୋଇ ଅଛି ମୁହିଁ
କହେ ଅଭିରାମ ବାଇ, ଅଳି ହୋଇ ଅଛି ମୁହିଁ
ମୋହର ଆଶା-ଭରଷା, ପଦାର ବିନ୍ଦ
ମୋହର ଆଶା-ଭରଷା, ପଦାର ବିନ୍ଦ
ନମସ୍ତେ ଗୁରୁ-ଗୋବିନ୍ଦ, ସଚ୍ଚିଦାନନ୍ଦ
ନମସ୍ତେ ଗୁରୁ-ଗୋବିନ୍ଦ, ସଚ୍ଚିଦାନନ୍ଦ
ତୁମ୍ଭ କୃପା ବିନା ସିନା, ଜଗତେ ଅନ୍ଧ
ତୁମ୍ଭ କୃପା ବିନା ସିନା, ଜଗତେ ଅନ୍ଧ
ପ୍ରଭୁ, ନମସ୍ତେ ଗୁରୁ-ଗୋବିନ୍ଦ,ସଚ୍ଚିଦାନନ୍ଦ
ନମସ୍ତେ ଗୁରୁ-ଗୋବିନ୍ଦ, ସଚ୍ଚିଦାନନ୍ଦ
ନମସ୍ତେ ଗୁରୁ-ଗୋବିନ୍ଦ, ସଚ୍ଚିଦାନନ୍ଦ

Поcмотреть все песни артиста

Sanatçının diğer albümleri

Benzer Sanatçılar