Bhikhari Bala - Belapatara Re Sindura şarkı sözleri
Sanatçı:
Bhikhari Bala
albüm: Maa Tarinee Dukhha Harini
ବେଲ ପତରରେ ସିନ୍ଦୂର ଲାଗିଲେ
ଦିଶୁଛି ତାରିଣୀ ମୁହଁ, ଦିଶୁଛି ତାରିଣୀ ମୁହଁ
ବେଲ ପତରରେ ସିନ୍ଦୂର ଲାଗିଲେ
ଦିଶୁଛି ତାରିଣୀ ମୁହଁ, ଦିଶୁଛି ତାରିଣୀ ମୁହଁ
ନଡ଼ିଆ ଭୋଗରେ ମନ୍ଦାର ଦେଖିଲେ
ନଡ଼ିଆ ଭୋଗରେ ମନ୍ଦାର ଦେଖିଲେ
ମୋ ଆଖିରୁ ଝରେ ଲୁହ
ମୋତେ ଘଟଗାଁ କୋଉଠି କହ
ମୋତେ ତାରିଣୀ ମନ୍ଦିର ନିଅ
ମୋତେ ଘଟଗାଁ କୋଉଠି କହ
ମୋତେ ତାରିଣୀ ମନ୍ଦିର ନିଅ
ବେଲ ପତରରେ ସିନ୍ଦୂର ଲାଗିଲେ
ଦିଶୁଛି ତାରିଣୀ ମୁହଁ, ଦିଶୁଛି ତାରିଣୀ ମୁହଁ
♪
ସବୁ ବାଟ ଦିଶେ ଘଟଗାଁ ବାଟ
ସବୁ ଘଟ ଲାଗେ ତାରିଣୀ ଘଟ
ସବୁ ନେତ ଦିଶେ ତାରିଣୀ ନେତ
ସବୁ ଆଶ୍ରା ଲାଗେ ମାଆ ପଣତ
ତା କଥା ଭାବିଲେ ପବନ ତ ବାସେ
ତା କଥା ଭାବିଲେ ପବନ ତ ବାସେ
ଝୁଣା, ଧୂପ ମହ-ମହ
ମୋତେ ଘଟଗାଁ କୋଉଠି କହ
ମୋତେ ତାରିଣୀ ମନ୍ଦିର ନିଅ
ମୋତେ ଘଟଗାଁ କୋଉଠି କହ
ମୋତେ ତାରିଣୀ ମନ୍ଦିର ନିଅ
ବେଲ ପତରରେ ସିନ୍ଦୂର ଲାଗିଲେ
ଦିଶୁଛି ତାରିଣୀ ମୁହଁ, ଦିଶୁଛି ତାରିଣୀ ମୁହଁ
♪
ସକାଳେ ଉଠେ ମୁଁ ତା ନାମ ଗାଇ
ତା ନାମ ନ ନେଲେ ପାରେନା ଶୋଇ
ମାଆ ବୋଲି ଜାଣେ ଏକା ତାରିଣୀ
ତା ବିନା ଜଗତେ କିଛି ଜାଣିନି
ଏ ଜୀବନେ ଥରେ ତାକୁ ନ ଦେଖିଲେ
ଏ ଜୀବନେ ଥରେ ତାକୁ ନ ଦେଖିଲେ
କି ଲାଭ ଥାଇ ଏ ଦେହ?
ମୋତେ ଘଟଗାଁ କୋଉଠି କହ
ମୋତେ ତାରିଣୀ ମନ୍ଦିର ନିଅ
ମୋତେ ଘଟଗାଁ କୋଉଠି କହ
ମୋତେ ତାରିଣୀ ମନ୍ଦିର ନିଅ
ବେଲ ପତରରେ ସିନ୍ଦୂର ଲାଗିଲେ
ଦିଶୁଛି ତାରିଣୀ ମୁହଁ, ଦିଶୁଛି ତାରିଣୀ ମୁହଁ
ନଡ଼ିଆ ଭୋଗରେ ମନ୍ଦାର ଦେଖିଲେ
ନଡ଼ିଆ ଭୋଗରେ ମନ୍ଦାର ଦେଖିଲେ
ମୋ ଆଖିରୁ ଝରେ ଲୁହ
ମୋତେ ଘଟଗାଁ କୋଉଠି କହ
ମୋତେ ତାରିଣୀ ମନ୍ଦିର ନିଅ
ମୋତେ ଘଟଗାଁ କୋଉଠି କହ
ମୋତେ ତାରିଣୀ ମନ୍ଦିର ନିଅ
ମୋତେ ତାରିଣୀ ମନ୍ଦିର ନିଅ
ମୋତେ ତାରିଣୀ ମନ୍ଦିର ନିଅ
Поcмотреть все песни артиста
Sanatçının diğer albümleri