Bhikhari Bala - Hari Maarana Bhavasagare şarkı sözleri
Sanatçı:
Bhikhari Bala
albüm: Neeladri Natha
ହରି ମାରନା, ହରି ମାରନା
ଭବସାଗରେ ବୁଡ଼ାଇ ମାରନା
ହରି ମାରନା, ହରି ମାରନା
ଭବସାଗରେ ବୁଡ଼ାଇ ମାରନା
ଜଞ୍ଜାଳ ଜାଲ ରେ ପଡ଼ି
ହୁଏ ବାଡ଼େଇ କଚାଡ଼ି
ଜଞ୍ଜାଳ ଜାଲ ରେ ପଡ଼ି
ହୁଏ ବାଡ଼େଇ କଚାଡ଼ି
ତୁମ ମାୟା ଗଣ୍ଠି କାଟି ପାରେନା
ହରି ମାରନା, ହରି ମାରନା
ଭବସାଗରେ ବୁଡ଼ାଇ ମାରନା
ଭବସାଗରେ ବୁଡ଼ାଇ ମାରନା
♪
ଏ ବଡ଼ ଜଟିଳ ଫାସ
ପାରି କର ଜଗଦୀଶ
ଏ ବଡ଼ ଜଟିଳ ଫାସ
ପାରି କର ଜଗଦୀଶ
ମୋହ ଅନ୍ଧକାରେ ବାଟ ପାଏନା
ହରି ମାରନା, ହରି ମାରନା
ଭବସାଗରେ ବୁଡ଼ାଇ ମାରନା
ଭବସାଗରେ ବୁଡ଼ାଇ ମାରନା
♪
ଧନ୍ୟ ତୁମେ କାରିଗର
ବିଚିତ୍ର ତୁମ ସଂସାର
ଧନ୍ୟ ତୁମେ କାରିଗର
ବିଚିତ୍ର ତୁମ ସଂସାର
ଲୀଳାମୟ ଲୀଳା ତୁମ ବୁଝେନା
ହରି ମାରନା, ହରି ମାରନା
ଭବସାଗରେ ବୁଡ଼ାଇ ମାରନା
ହରି ମାରନା, ହରି ମାରନା
ଭବସାଗରେ ବୁଡ଼ାଇ ମାରନା
ଜଞ୍ଜାଳ ଜାଲ ରେ ପଡ଼ି
ହୁଏ ବାଡ଼େଇ କଚାଡ଼ି
ଜଞ୍ଜାଳ ଜାଲ ରେ ପଡ଼ି
ହୁଏ ବାଡ଼େଇ କଚାଡ଼ି
ତୁମ ମାୟା ଗଣ୍ଠି କାଟି ପାରେନା
ହରି ମାରନା, ହରି ମାରନା
ଭବସାଗରେ ବୁଡ଼ାଇ ମାରନା
ହରି ମାରନା, ନା-ନା, ମାରନା
ଭବସାଗରେ ବୁଡ଼ାଇ ମାରନା
ଭବସାଗରେ ବୁଡ଼ାଇ ମାରନା
ଭବସାଗରେ ବୁଡ଼ାଇ ମାରନା
Поcмотреть все песни артиста
Sanatçının diğer albümleri