Bhikhari Bala - Antare Bhaju Tu Narayana şarkı sözleri
Sanatçı:
Bhikhari Bala
albüm: Neeladri Natha
ଅନ୍ତରେ ଭଜ ତୁ ନାରାୟଣ, ରେ ବାଇମନ
ଅନ୍ତରେ ଭଜ ତୁ ନାରାୟଣ
ଅନ୍ତରେ ଭଜ ତୁ ନାରାୟଣ, ରେ ବାଇମନ
ଅନ୍ତରେ ଭଜ ତୁ ନାରାୟଣ
ସେହିପରା ସତ୍ୟ ସନାତନ, ରେ ବାଇମନ
ଅନ୍ତରେ ଭଜ ତୁ ନାରାୟଣ
ଅନ୍ତରେ ଭଜ ତୁ ନାରାୟଣ, ରେ ବାଇମନ
ଅନ୍ତରେ ଭଜ ତୁ ନାରାୟଣ
ସେହିତ ଭକ୍ତ ବଚଳ, ଦୟାମୟ ଆଦିମୂଳ
ସେହି ରାମ, କୃଷ୍ଣ, ହରି, କୁରୁପତି ହଳଧାରୀ
କାଳ ପଦେ କର ତୁ ବନ୍ଦନ ରେ ବାଇମନ
ଅନ୍ତରେ ଭଜ ତୁ ନାରାୟଣ
ଅନ୍ତରେ ଭଜ ତୁ ନାରାୟଣ, ରେ ବାଇମନ
ଅନ୍ତରେ ଭଜ ତୁ ନାରାୟଣ
ସେ ପ୍ରଭୁ ବଇଁଶୀ ଠୁଁକା ଗୋବର୍ଦ୍ଧନ ଗିରି ଟେକା
ହରିଚନ୍ଦନ ଚର୍ଚ୍ଚିତ ଅଙ୍ଗ କେଡେ ଶୋଭାବନ୍ତ
ଅରୁପ ଅଶେଷ ରୂପ ଜନରେ ଜାଣ ରେ ବାଇମନ
ଅନ୍ତରେ ଭଜ ତୁ ନାରାୟଣ
ଅନ୍ତରେ ଭଜ ତୁ ନାରାୟଣ, ରେ ବାଇମନ
ଅନ୍ତରେ ଭଜ ତୁ ନାରାୟଣ
ଅନ୍ତରେ ଭଜ ତୁ ନାରାୟଣ, ରେ ବାଇମନ
ଅନ୍ତରେ ଭଜ ତୁ ନାରାୟଣ
ସେହି ପରା ସତ୍ୟ ସନାତନ, ରେ ବାଇମନ
ଅନ୍ତରେ ଭଜ ତୁ ନାରାୟଣ
ଅନ୍ତରେ ଭଜ ତୁ ନାରାୟଣ, ରେ ବାଇମନ
ଅନ୍ତରେ ଭଜ ତୁ ନାରାୟଣ
ଅନ୍ତରେ ଭଜ ତୁ ନାରାୟଣ, ରେ ବାଇମନ
ଅନ୍ତରେ ଭଜ ତୁ ନାରାୟଣ
Поcмотреть все песни артиста
Sanatçının diğer albümleri