Kishore Kumar Hits

Bhikhari Bala - Jagannath Chadi Na Ja Mote şarkı sözleri

Sanatçı: Bhikhari Bala

albüm: Neeladri Natha


ଜଗନ୍ନାଥ, ଛାଡ଼ି ନ ଯା ମୋତେ
ଜଗନ୍ନାଥ, ଛାଡ଼ି ନ ଯା ମୋତେ
ଯୋଡହସ୍ତେ ଜଣାଏ ମୁଁ, ଯୋଡହସ୍ତେ ଜଣାଏ ମୁଁ
ତୋତେ...
ଛାଡ଼ି ନ ଯା ମୋତେ
ଜଗନ୍ନାଥ, ଛାଡ଼ି ନ ଯା ମୋତେ

ଯୋଗ୍ୟ ପୁତ୍ର ନୁହେଁ ତୋର
ଜାଣୁଛି ଏ ମନ ମୋର
ଯୋଗ୍ୟ ପୁତ୍ର ନୁହେଁ ତୋର
ଜାଣୁଛି ଏ ମନ ମୋର
ଝୁରି-ଝୁରି ମଲିଣି ମୁଁ କେତେ
ଛାଡ଼ି ନ ଯା ମୋତେ
ଜଗନ୍ନାଥ, ଛାଡ଼ି ନ ଯା ମୋତେ

ତୁହି ଏକା ପ୍ରଭୂ ମୋର
ପିତା-ମାତା ସହୋଦର
ତୁହି ଏକା ପ୍ରଭୂ ମୋର
ପିତା-ମାତା ସହୋଦର
ଶୁଣିବୁ ମୋହର ଦୁଃଖ ଯେତେ
ଛାଡ଼ି ନ ଯା ମୋତେ
ଜଗନ୍ନାଥ, ଛାଡ଼ି ନ ଯା ମୋତେ
ଯୋଡହସ୍ତେ ଜଣାଏ ମୁଁ, ଯୋଡହସ୍ତେ ଜଣାଏ ମୁଁ
ତୋତେ...
ଛାଡ଼ି ନ ଯା ମୋତେ
ଜଗନ୍ନାଥ, ଛାଡ଼ି ନ ଯା ମୋତେ
ଜଗନ୍ନାଥ, ଛାଡ଼ି ନ ଯା ମୋତେ

Поcмотреть все песни артиста

Sanatçının diğer albümleri

Benzer Sanatçılar