Bhikhari Bala - Ye Kalikalare şarkı sözleri
Sanatçı:
Bhikhari Bala
albüm: Shree Mandira
ଏ କଳି କାଳରେ ଘୋର ଦୁର୍ଦିନରେ
କାହାକୁ ପ୍ରଭୁ ହେ, ନପଡୁ ଦୁଃଖ
କାହାକୁ ପ୍ରଭୁ ହେ, ନପଡୁ ଦୁଃଖ
ଶାଗ ପଖାଳରେ ଦିନ କଟିଯାଉ
ଶାଗ ପଖାଳରେ ଦିନ କଟିଯାଉ
ଚାହିଁ-ଚାହିଁ ତୁମ କଳା ଶ୍ରୀମୁଖ
ପ୍ରଭୁ, ଚାହିଁ-ଚାହିଁ ତୁମ କଳା ଶ୍ରୀମୁଖ
ଏ କଳି କାଳରେ ଘୋର ଦୁର୍ଦିନରେ
କାହାକୁ ପ୍ରଭୁ ହେ, ନପଡୁ ଦୁଃଖ
କାହାକୁ ପ୍ରଭୁ ହେ, ନପଡୁ ଦୁଃଖ
ଏ କି ବେଳ ଆସି ପଡିଲା?
ଦେଉଳୁ ପଥର ଖସିଲା
ତୁମେ ଜାଣ ମାୟା ତୁମର
ତୁମକୁ ତୁମେ ରକ୍ଷା କର
ଶ୍ରୀମନ୍ଦିରେ ଥାଅ, ଦରଶନ ଦିଅ
ଶ୍ରୀମନ୍ଦିରେ ଥାଅ, ଦରଶନ ଦିଅ
ଚକ୍ର ଉହାଡ଼ରେ ସଭିଙ୍କୁ ରଖ
କାହାକୁ ପ୍ରଭୁ ହେ, ନପଡୁ ଦୁଃଖ
ଏ କଳି କାଳରେ ଘୋର ଦୁର୍ଦିନରେ
କାହାକୁ ପ୍ରଭୁ ହେ, ନପଡୁ ଦୁଃଖ
କାହାକୁ ପ୍ରଭୁ ହେ, ନପଡୁ ଦୁଃଖ
ହାତଯୋଡି କରେ ଆପତ୍ତି
ନଆସୁ ବିଷମ ବିପତ୍ତି
ତୁମେ କର ଖେଳ ଯେତେକ
ତୁମେ ଜଗତର ମାଲିକ
ଦୁଆରେ ତୁମରି ଆଜି ମୁଁ ଭିକାରୀ
ଦୁଆରେ ତୁମରି ଆଜି ମୁଁ ଭିକାରୀ
ହାତ ପାତି ମାଗୁଛି ଭିକ
କାହାକୁ ପ୍ରଭୁ ହେ, ନପଡୁ ଦୁଃଖ
ଏ କଳି କାଳରେ ଘୋର ଦୁର୍ଦିନରେ
କାହାକୁ ପ୍ରଭୁ ହେ, ନପଡୁ ଦୁଃଖ
କାହାକୁ ପ୍ରଭୁ ହେ, ନପଡୁ ଦୁଃଖ
ଶାଗ ପଖାଳରେ ଦିନ କଟିଯାଉ
ଶାଗ ପଖାଳରେ ଦିନ କଟିଯାଉ
ଚାହିଁ-ଚାହିଁ ତୁମ କଳା ଶ୍ରୀମୁଖ
ପ୍ରଭୁ, ଚାହିଁ-ଚାହିଁ ତୁମ କଳା ଶ୍ରୀମୁଖ
ଏ କଳି କାଳରେ ଘୋର ଦୁର୍ଦିନରେ
କାହାକୁ ପ୍ରଭୁ ହେ, ନପଡୁ ଦୁଃଖ
କାହାକୁ ପ୍ରଭୁ ହେ, ନପଡୁ ଦୁଃଖ
Поcмотреть все песни артиста
Sanatçının diğer albümleri