Bhikhari Bala - Badadeulare Neta şarkı sözleri
Sanatçı:
Bhikhari Bala
albüm: Shree Mandira
ବଡ଼ ଦେଉଳିଆ ମୋ ବଳିଆ ସାଆନ୍ତ
ତୁମ ପାଦେ କୋଟି ଜୁହାର
ପ୍ରଭୁ ତୁମ ପାଦେ କୋଟି ଜୁହାର
ବଡ଼ ଦେଉଳିଆ ମୋ ବଳିଆ ସାଆନ୍ତ
ତୁମ ପାଦେ କୋଟି ଜୁହାର
ପ୍ରଭୁ ତୁମ ପାଦେ କୋଟି ଜୁହାର
ଗେଲ ବପସରିଆ ଭାଇକି ଟିକିଏ
ଗେଲ ବସରିଆ ଭାଇକି ଟିକିଏ
ପଚାରି ବୁଝିବ ସିଏ କାହାର
ପଚାରି ବୁଝିବ ସିଏ କାହାର
ରାଧା ମାଇଁର କି ମୀରା ବାଇର?
ରାଧା ମାଇଁର କି ମୀରା ବାଇର?
ରାଧା ମାଇଁର କି ମୀରା ବାଇର?
ରାଧା ମାଇଁର କି ମୀରା ବାଇର?
♪
ଜନମ ଆଗରୁ ମାଆ ବାପାଙ୍କୁ ବନ୍ଧେଇ
ପାଳିଲା ପୋଷିଲା ଯିଏ ତାହାଙ୍କୁ କନ୍ଦେଇ
ଜନମ ଆଗରୁ ମାଆ ବାପାଙ୍କୁ ବନ୍ଧେଇ
ପାଳିଲା ପୋଷିଲା ଯିଏ ତାହାଙ୍କୁ କନ୍ଦେଇ
ବ୍ରଜବାଳିଙ୍କର ନିନ୍ଦା କରି ବୁଡେଇଲେ ଧନ୍ଦା
ବ୍ରଜବାଳିଙ୍କର ନିନ୍ଦା କରି ବୁଡେଇଲେ ଧନ୍ଦା
ଅନ୍ଦା କରି ତାଙ୍କୁ ସେ ତ ହେଲେ ହରବର
ଗେଲ ଵସରିଆ ଭାଇକି ଟିକିଏ
ଗେଲ ଵସରିଆ ଭାଇକି ଟିକିଏ
ପଚାରି ବୁଝିବ ସିଏ କାହାର?
ପଚାରି ବୁଝିବ ସିଏ କାହାର?
ବ୍ରଜବାସୀର କି କୁବୁଜା ଦାସୀର?
ବ୍ରଜବାସୀର କି କୁବୁଜା ଦାସୀର?
ବ୍ରଜବାସୀର କି କୁବୁଜା ଦାସୀର?
ବ୍ରଜବାସୀର କି କୁବୁଜା ଦାସୀର?
♪
ପଞ୍ଚୁପାଣ୍ଡବ ଯେ ପରା ତାଙ୍କ ପଞ୍ଚ ପ୍ରାଣ
କି କଲେ କି କଲେ ତାଙ୍କୁ ତୁମେ କି ନ ଜାଣ?
ପଞ୍ଚୁପାଣ୍ଡବ ଯେ ପରା ତାଙ୍କ ପଞ୍ଚ ପ୍ରାଣ
କି କଲେ କି କଲେ ତାଙ୍କୁ ତୁମେ କି ନ ଜାଣ?
କାର ଖୁଦ ଭଜା ଶାଗ, କାହାର ନଡ଼ିଆ ଭୋଗ
କାର ଖୁଦ ଭଜା ଶାଗ, କାହାର ନଡ଼ିଆ ଭୋଗ
ଭଜିଲା ଯେ ମଲା ନ ଭଜିଲା ଯେ ନିଜର
ଗେଲ ଵସରିଆ ଭାଇକି ଟିକିଏ
ଗେଲ ଵସରିଆ ଭାଇକି ଟିକିଏ
ପଚାରି ବୁଝିବ ସିଏ କାହାର?
ପଚାରି ବୁଝିବ ସିଏ କାହାର?
ଜପି ତପିର କି ଅଜାନୀଳ ପାପୀର?
ଜପି ତପିର କି ଅଜାନୀଳ ପାପୀର?
ଜପି ତପିର କି ଅଜାନୀଳ ପାପୀର?
ଜପି ତପିର କି ଅଜାନୀଳ ପାପୀର?
♪
ଆପଣା ବଂଶକୁ ଚକ୍ରେ କାଟି ଗଡେଇଲେ
ଦ୍ୱାରକାପୁରିକୁ ଜଳଧିରେ ବୁଡ଼େଇଲେ
ଆପଣା ବଂଶକୁ ଚକ୍ରେ କାଟି ଗଡେଇଲେ
ଦ୍ୱାରକାପୁରିକୁ ଜଳଧିରେ ବୁଡ଼େଇଲେ
ମୋର ଜାଣିବାରେ କୁହ ନିଜେ ସେ ନିଜର ନୁହଁ
ମୋର ଜାଣିବାରେ କୁହ ନିଜେ ସେ ନିଜର ନୁହଁ
ରୂପରେ ଗୁଣରେ ସେ ତ ଦୁନିଆ ବାହାର
ଗେଲ ଵସରିଆ ଭାଇକି ଟିକିଏ
ଗେଲ ଵସରିଆ ଭାଇକି ଟିକିଏ
ପଚାରି ବୁଝିବ ସିଏ କାହାର
ପଚାରି ବୁଝିବ ସିଏ କାହାର
ଭକ୍ତ ପ୍ରାଣର କି ପତିତ ଜନର?
ଭକ୍ତ ପ୍ରାଣର କି ପତିତ ଜନର?
ଭକ୍ତ ପ୍ରାଣର କି ପତିତ ଜନର?
ଭକ୍ତ ପ୍ରାଣର କି ପତିତ ଜନର?
ବଡ଼ ଦେଉଳିଆ ମୋ ବଳିଆ ସାଆନ୍ତ
ତୁମ ପାଦେ କୋଟି ଜୁହାର
ପ୍ରଭୁ ତୁମ ପାଦେ କୋଟି ଜୁହାର
ଗେଲ ଵସରିଆ ଭାଇକି ଟିକିଏ
ଗେଲ ଵସରିଆ ଭାଇକି ଟିକିଏ
ପଚାରି ବୁଝିବ ସିଏ କାହାର
ପଚାରି ବୁଝିବ ସିଏ କାହାର
ରାଧା ମାଇଁର କି ମୀରା ବାଇର?
ବ୍ରଜବାସୀର କି କୁବୁଜା ଦାସୀର?
ଜପି, ତପିର କି ଅଜାନୀଳ ପାପୀର?
ଭକ୍ତ ପ୍ରାଣର କି ପତିତ ଜନର?
Поcмотреть все песни артиста
Sanatçının diğer albümleri