Bhikhari Bala - Aemiti Purnya Mo şarkı sözleri
Sanatçı:
Bhikhari Bala
albüm: Shree Mandira
ଏମିତି ପୁଣ୍ୟ ମୋ କାହିଁ?
ବଡ଼ ଦେଉଳ ଯିବି
ଏମିତି ମନ ମୋ କାହିଁ?
ପ୍ରଭୁ ନାମ ଜପିବିି, ପ୍ରଭୁ ନାମ ଜପିବିି
♪
ଏମିତି ପୁଣ୍ୟ ମୋ କାହିଁ?
ବଡ଼ ଦେଉଳ ଯିବି
ଏମିତି ମନ ମୋ କାହିଁ?
ପ୍ରଭୁ ନାମ ଜପିବିି, ପ୍ରଭୁ ନାମ ଜପିବିି
ଏମିତି ପୁଣ୍ୟ ମୋ କାହିଁ?
ବଡ଼ ଦେଉଳ ଯିବି
ଏମିତି ମନ ମୋ କାହିଁ?
ପ୍ରଭୁ ନାମ ଜପିବିି
ସେ ଚକା ଆଖି କି ଦେଖିନି, ଏହି ପାପ ଆଖିରେ
ହାତ ଯୋଡ଼ି ଲୁହ ଢ଼ାଳିନି, କେବେ ତା ଆଗରେ
ଏମିତି ଭାଗ୍ୟ ମୋ କାହିଁ, ଭୁଜ ତଳେ ରହିବି?
ଏମିତି ମନ ମୋ କାହିଁ?
ପ୍ରଭୁ ନାମ ଜପିବିି, ପ୍ରଭୁ ନାମ ଜପିବିି
ଏମିତି ପୁଣ୍ୟ ମୋ କାହିଁ?
♪
ଛନ୍ଦାପାଦେ ବନ୍ଧା ମୋର ଦେଇଥାଆନ୍ତି ଜୀବନ
ମୋତେ ତ ରଖିଛି ବାନ୍ଧି ମିଛ ମାୟା ବନ୍ଧନ
ଛନ୍ଦାପାଦେ ବନ୍ଧା ମୋର ଦେଇଥାଆନ୍ତି ଜୀବନ
ମୋତେ ତ ରଖିଛି ବାନ୍ଧି ମିଛ ମାୟା ବନ୍ଧନ
ଶ୍ରୀକ୍ଷେତ୍ର-ଧନ, କଳା-ବଦନ
ହୃଦ-ଚନ୍ଦନ, ସତେ ଦେବ ଶରଣ
ଏମିତି ପୂଜା ମୋ କାହିଁ, ତା ନିର୍ମାଲ୍ୟ ପାଇବି?
ଏମିତି ମନ ମୋ କାହିଁ?
ପ୍ରଭୁ ନାମ ଜପିବିି, ପ୍ରଭୁ ନାମ ଜପିବିି
ଏମିତି ପୁଣ୍ୟ ମୋ କାହିଁ?
♪
ରଙ୍ଗା ପାଦେ ଡ଼ଙ୍ଗା ମୋର ଯଦି ଥରେ ଲାଗିବ
ଭବ-ସାଗରର ଭୟ ସବୁ ମୋର ତୁଟିବ
ରଙ୍ଗା ପାଦେ ଡ଼ଙ୍ଗା ମୋର ଯଦି ଥରେ ଲାଗିବ
ଭବ-ସାଗରର ଭୟ ସବୁ ମୋର ତୁଟିବ
କଳା ମାଣିକ, ଭାବ ରସିକ, ସେଇ ରଣକ
ସତେ ଶୁଣିବ ଡାକ
ଏମିତି ବଳ ମୋ କାହିଁ, ତାକୁ ଛାଡ଼ି ବଞ୍ଚିବି?
ଏମିତି ମନ ମୋ କାହିଁ, ପ୍ରଭୁ ନାମ ଜପିବିି?
ସେ ଚକା ଆଖି କି ଦେଖିନି, ଏହି ପାପ ଆଖିରେ
ହାତ ଯୋଡ଼ି ଲୁହ ଢ଼ାଳିନି, କେବେ ତା ଆଗରେ
ଏମିତି ଭାଗ୍ୟ ମୋ କାହିଁ, ଭୁଜ ତଳେ ରହିବି?
ଏମିତି ମନ ମୋ କାହିଁ?
ପ୍ରଭୁ ନାମ ଜପିବିି, ପ୍ରଭୁ ନାମ ଜପିବିି
ଏମିତି ପୁଣ୍ୟ ମୋ କାହିଁ?
Поcмотреть все песни артиста
Sanatçının diğer albümleri