Kishore Kumar Hits

Bhikhari Bala - Jagabandhu He Gosain şarkı sözleri

Sanatçı: Bhikhari Bala

albüm: Jagabandhu Hey Gosain


ଜଗବନ୍ଧୁ ହେ...

ଜଗବନ୍ଧୁ ହେ ଗୋସାଇଁ
ଜଗବନ୍ଧୁ ହେ ଗୋସାଇଁ
ତୁମ୍ଭ ଶ୍ରୀ ଚରଣ ବିନୁ ଅନ୍ୟ ଗତି ନାହିଁ
ତୁମ୍ଭ ଶ୍ରୀ ଚରଣ ବିନୁ ଅନ୍ୟ ଗତି ନାହିଁ
ଜଗବନ୍ଧୁ ହେ ଗୋସାଇଁ
ଜଗବନ୍ଧୁ ହେ ଗୋସାଇଁ

ରଥ ଚାରି ପାଶେ ଲମ୍ବେ ମୁକୁତାର ଝରା
ଝଲମଲ ଦିସୁ ଥାଇ ପ୍ରଭୁ ଚକା-ଡୋଳା
ରଥ ଚାରି ପାଶେ ଲମ୍ବେ ମୁକୁତାର ଝରା
ଝଲମଲ ଦିସୁ ଥାଇ ପ୍ରଭୁ ଚକା-ଡୋଳା
ଜଗବନ୍ଧୁ ହେ ଗୋସାଇଁ
ଜଗବନ୍ଧୁ ହେ ଗୋସାଇଁ

ଆଗେ ଚଳେ ବଳଭଦ୍ର, ମଧ୍ୟେ ଚାନ୍ଦ ମୁହିଁ ରେ
ପଛେ ଆସୁଛି କାଳିଆ, ଗହଳ ଲଗାଇ ରେ
ଆଗେ ଚଳେ ବଳଭଦ୍ର, ମଧ୍ୟେ ଚାନ୍ଦ ମୁହିଁ ରେ
ପଛେ ଆସୁଛି କାଳିଆ, ଗହଳ ଲଗାଇ ରେ
ଜଗବନ୍ଧୁ ହେ ଗୋସାଇଁ
ଜଗବନ୍ଧୁ ହେ ଗୋସାଇଁ

ସାତସ ପଞ୍ଚାସ କୋଶ ଚାଲି ନ ପାରଇ
ମୋହ ଯିବା ଯାଏ ନନ୍ଦିଘୋଷେ ଥିବ ରହି
ସାତସ ପଞ୍ଚାସ କୋଶ ଚାଲି ନ ପାରଇ
ମୋହ ଯିବା ଯାଏ ନନ୍ଦିଘୋଷେ ଥିବ ରହି
ମୋହ ଯିବା ଯାଏ ନନ୍ଦିଘୋଷେ ଥିବ ରହି
ଜଗବନ୍ଧୁ ହେ ଗୋସାଇଁ
ଜଗବନ୍ଧୁ ହେ ଗୋସାଇଁ
ଜଗବନ୍ଧୁ ହେ ଗୋସାଇଁ

Поcмотреть все песни артиста

Sanatçının diğer albümleri

Benzer Sanatçılar