Bhikhari Bala - Aau Enikire Mana şarkı sözleri
Sanatçı:
Bhikhari Bala
albüm: Khanjani Bhajan
ଆଉ ଏଣିକି ରେ ମନ ଭୁଲୁ କାହିଁକି?
ଆଉ ଏଣିକି ରେ ମନ ଭୁଲୁ କାହିଁକି?
(ଆଉ ଏଣିକି ରେ ମନ ଭୁଲୁ କାହିଁକି?)
(ଆଉ ଏଣିକି ରେ ମନ ଭୁଲୁ କାହିଁକି?)
ଉଡୁଛି କାଳ-ଛଞ୍ଚାଣଜ଼ ଜଣା ନାହିଁକି?
ରେ ମନ, ଜଣା ନାହିଁକି?
ଆଉ ଏଣିକି ରେ ମନ ଭୁଲୁ କାହିଁକି?
ଉଡୁଛି କାଳ-ଛଞ୍ଚାଣ, ଜଣା ନାହିଁକି?
ରେ ମନ, ଜଣା ନାହିଁକି?
ଆଉ ଏଣିକି ରେ ମନ ଭୁଲୁ କାହିଁକି?
♪
ଐରି ତୋ କଳପନା, ଛେଦିପକା ବେନି ଡେଣା
(ଐରି ତୋ କଳପନା, ଛେଦିପକା ବେନି ଡେଣା)
ଶୂନ୍ୟରେ ବାଜୁଛି ବୀଣା, ଜଣା ନାହିଁକି?
ରେ ମନ, ଜଣା ନାହିଁକି?
ଆଉ ଏଣିକି ରେ ମନ ଭୁଲୁ କାହିଁକି?
ଆଉ ଏଣିକି ରେ ମନ ଭୁଲୁ କାହିଁକି?
ହାଟରେ ପାଞ୍ଚ ପାଇକ ହେଉଛନ୍ତି ଡାକ-ହାକ
ହାଟରେ ପାଞ୍ଚ ପାଇକ ହେଉଛନ୍ତି ଡାକ-ହାକ
ହାଟ ସରିଲେ ବଣିକ ଆଉ ଥାଏ କି?
ରେ ମନ, ଆଉ ଥାଏ କି?
ଆଉ ଏଣିକି ରେ ମନ ଭୁଲୁ କାହିଁକି?
ଆଉ ଏଣିକି ରେ ମନ ଭୁଲୁ କାହିଁକି?
ଉଡୁଛି କାଳ-ଛଞ୍ଚାଣଜ଼ ଜଣା ନାହିଁକି?
ରେ ମନ, ଜଣା ନାହିଁକି?
ଆଉ ଏଣିକି ରେ ମନ ଭୁଲୁ କାହିଁକି?
♪
ଭୃଲତା ମଧ୍ୟରେ ଅନା, ତ୍ରିକୁଟେ ଉଡୁଛି ବାନା
ଭୃଲତା ମଧ୍ୟରେ ଅନା, ତ୍ରିକୁଟେ ଉଡୁଛି ବାନା
ହଜିଲେ ପରମ ସୁନା ଆଉ ପାଇକି?
ରେ ମନ, ଆଉ ପାଇକି?
ଆଉ ଏଣିକି ରେ ମନ ଭୁଲୁ କାହିଁକି?
ଆଉ ଏଣିକି ରେ ମନ ଭୁଲୁ କାହିଁକି?
♪
ଉଙ୍କା ମଧ୍ୟରେ ଦେଖ ଦିଶୁଛି କଳାଶ୍ରୀମୁଖ
(ଉଙ୍କା ମଧ୍ୟରେ ଦେଖ ଦିଶୁଛି କଳାଶ୍ରୀମୁଖ)
କହେ ଜଗନ୍ନାଥ ଦାସ, "ଅନୁସରି କି?"
ରେ ମନ, ଅନୁସରି କି?
ଆଉ ଏଣିକି ରେ ମନ ଭୁଲୁ କାହିଁକି?
ଆଉ ଏଣିକି ରେ ମନ ଭୁଲୁ କାହିଁକି?
ଉଡୁଛି କାଳ-ଛଞ୍ଚାଣଜ଼ ଜଣା ନାହିଁକି?
ରେ ମନ, ଜଣା ନାହିଁକି?
ଆଉ ଏଣିକି ରେ ମନ ଭୁଲୁ କାହିଁକି?
ଆଉ ଏଣିକି ରେ ମନ ଭୁଲୁ କାହିଁକି?
Поcмотреть все песни артиста
Sanatçının diğer albümleri