Bhikhari Bala - Tari Jiba Jebe şarkı sözleri
Sanatçı:
Bhikhari Bala
albüm: Khanjani Bhajan
ତରିଯିବ ଯେବେ ଗୁରୁ ସେବାକର ହେ, ମନ
ତରିଯିବ ଯେବେ ଗୁରୁ ସେବାକର ହେ
ହୃଦ ଗତେ ଦୃଢ ଚିତ୍ତେ ଅନୁସର ହେ
ତରିଯିବ ଯେବେ ଗୁରୁ ସେବାକର ହେ, ମନ
ତରିଯିବ ଯେବେ ଗୁରୁ ସେବାକର ହେ
ହୃଦ ଗତେ ଦୃଢ ଚିତ୍ତେ ଅନୁସର ହେ
ତରିଯିବ ଯେବେ ଗୁରୁ ସେବାକର ହେ, ମନ
ତରିଯିବ ଯେବେ ଗୁରୁ ସେବାକର ହେ
♪
ଧର ଏ କାନ, ପୟର, ଚିନ୍ତା ଅର୍ଥ କର ଦୂର
ଧର ଏ କାନ, ପୟର, ଚିନ୍ତା ଅର୍ଥ କର ଦୂର
କବିତ, ପୁଣ୍ଡିତ, ସୁଜ୍ଞ, ସାଧୁ ନର ହେ
ତରିଯିବ ଯେବେ ଗୁରୁ ସେବାକର ହେ, ମନ
ତରିଯିବ ଯେବେ ଗୁରୁ ସେବାକର ହେ
♪
ଡାକି କହୁଛି ବୁଝାଇ ଠକ ଭଣ୍ଡ କଥା ନାହିଁ
ଡାକି କହୁଛି ବୁଝାଇ ଠକ ଭଣ୍ଡ କଥା ନାହିଁ
ପିଣ୍ଡ ବ୍ରହ୍ମାଣ୍ଡେ ହେଲାଣି ପାପ ଭାରି ହେ
ତରିଯିବ ଯେବେ ଗୁରୁ ସେବାକର ହେ, ମନ
ତରିଯିବ ଯେବେ ଗୁରୁ ସେବାକର ହେ
ହୃଦ ଗତେ ଦୃଢ ଚିତ୍ତେ ଅନୁସର ହେ
ତରିଯିବ ଯେବେ ଗୁରୁ ସେବାକର ହେ, ମନ
ତରିଯିବ ଯେବେ ଗୁରୁ ସେବାକର ହେ
♪
ତିନିପୁରେ ଅଣନୀତି ହେଲାଣି ସବୁରି ଜାତି
ତିନିପୁରେ ଅଣନୀତି ହେଲାଣି ସବୁରି ଜାତି
କାଳ ପୁରୁଷ ହୋଇଛ ବିରବର ହେ
ତରିଯିବ ଯେବେ ଗୁରୁ ସେବାକର ହେ, ମନ
ତରିଯିବ ଯେବେ ଗୁରୁ ସେବାକର ହେ
♪
ଶ୍ରୀଗୁରୁ ଚରଣେ ଥାଇ ଶିରିବେନି କର ଦେଇ
ଶ୍ରୀଗୁରୁ ଚରଣେ ଥାଇ ଶିରିବେନି କର ଦେଇ
ଭଣେ ଭୀମ ଅରଖିତ ତ୍ରାହି କର ହେ
ତରିଯିବ ଯେବେ ଗୁରୁ ସେବାକର ହେ, ମନ
ତରିଯିବ ଯେବେ ଗୁରୁ ସେବାକର ହେ
ହୃଦ ଗତେ ଦୃଢ ଚିତ୍ତେ ଅନୁସର ହେ
ତରିଯିବ ଯେବେ ଗୁରୁ ସେବାକର ହେ, ମନ
ତରିଯିବ ଯେବେ ଗୁରୁ ସେବାକର ହେ
Поcмотреть все песни артиста
Sanatçının diğer albümleri