Bhikhari Bala - Dhara Nirbeda Namaku şarkı sözleri
Sanatçı:
Bhikhari Bala
albüm: Khanjani Bhajan
ତିରିକେଟ-ଧା, ତିରିକେଟ-ଧା, ତିରିକେଟ-ଧା
ଧର ନିର୍ବେଦ ନାମକୁ, ଭାସି ନଯିବ
ଧର ନିର୍ବେଦ ନାମକୁ, ଭାସି ନଯିବ
ଗୁରୁ ଦୟା କଲେ ଜିବ ମୁକ୍ତି ପାଇବ
ଧର ନିର୍ବେଦ ନାମକୁ, ଭାସି ନଯିବ
ଗୁରୁ ଦୟା କଲେ ଜିବ ମୁକ୍ତି ପାଇବ
ଧର ନିର୍ବେଦ ନାମକୁ, ଭାସି ନଯିବ
♪
ମନରେ, କାହିଁରେ ନାହିଁ ନା'ଫଳ?
ବ୍ରହ୍ମଙ୍କୁ ଭଜ ସକଳ
ସ୍ୱାମୀ ସେବା କଲେ ପିଣ୍ଡୁ ପ୍ରାଣ ତାରିବ
ଧର ନିର୍ବେଦ ନାମକୁ, ଭାସି ନଯିବ
♪
ତପ ପୂର୍ଣ ହୋଇଲାଣି, ସବୁ ନିକଟ ହୋଇଲାଣି
କଲି ସତ୍ୟ ଦୁହିଁଙ୍କର ଭେଟ ପଡିବ
ଧର ନିର୍ବେଦ ନାମକୁ, ଭାସି ନଯିବ
ଗୁରୁ ଦୟା କଲେ ଜିବ ମୁକ୍ତି ପାଇବ
ଧର ନିର୍ବେଦ ନାମକୁ, ଭାସି ନଯିବ
କଳିଯୁଗ ହଟପଟ, ଲାଗିଅଛି ନଟକୁଟ
ନିନ୍ଦା, ଗର୍ବ, ଗାଳି ଯେହୁ ସହିପାରିବ
ଧର ନିର୍ବେଦ ନାମକୁ, ଭାସି ନଯିବ
♪
ମନରେ, ଘଣେ ଭୀମସେନ ଭୋଇ
ଶ୍ରୀଗୁରୁ ଚରଣେ ଧ୍ୟାୟୀ
ନାମ ଭଜିଥିବ ଯେହୁଁ ସେହୁଁ ତରିବ
ଧର ନିର୍ବେଦ ନାମକୁ, ଭାସି ନଯିବ
ଗୁରୁ ଦୟା କଲେ ଜିବ ମୁକ୍ତି ପାଇବ
ଧର ନିର୍ବେଦ ନାମକୁ, ଭାସି ନଯିବ
ଧର ନିର୍ବେଦ ନାମକୁ, ଭାସି ନଯିବ
Поcмотреть все песни артиста
Sanatçının diğer albümleri