Bhikhari Bala - Bhagya Thile Karibi şarkı sözleri
Sanatçı:
Bhikhari Bala
albüm: Bhakti Chandana
ଭାଗ୍ୟ ଥିଲେ କରିବି ମୁଁ ଶ୍ରୀକ୍ଷେତ୍ର ଦର୍ଶନ
ଭାଗ୍ୟ ଥିଲେ କରିବି ମୁଁ ଶ୍ରୀକ୍ଷେତ୍ର ଦର୍ଶନ
ନରେନ୍ଦ୍ର ଜଳରେ ଯାଇ
ନରେନ୍ଦ୍ର ଜଳରେ ଯାଇ
କରିବି ସ୍ନାହାନ
ଭାଗ୍ୟ ଥିଲେ କରିବି ମୁଁ ଶ୍ରୀକ୍ଷେତ୍ର ଦର୍ଶନ
ଭାଗ୍ୟ ଥିଲେ କରିବି ମୁଁ ଶ୍ରୀକ୍ଷେତ୍ର ଦର୍ଶନ
♪
ବଡ଼ଦାଣ୍ଡ ରେଣୁ ନେଇ ବୋଳିବି ମଥାରେ
ପ୍ରସାଦ ମାଗି ଖାଇବି ଆନନ୍ଦ ବଜାରେ
♪
ବଡ଼ଦାଣ୍ଡ ରେଣୁ ନେଇ ବୋଳିବି ମଥାରେ
ପ୍ରସାଦ ମାଗି ଖାଇବି ଆନନ୍ଦ ବଜାରେ
ସାଧୁ, ସନ୍ଥ ମେଳେ ବସି
ସାଧୁ, ସନ୍ଥ ମେଳେ ବସି
ଗାଇବି ଭଜନ
ଭାଗ୍ୟ ଥିଲେ କରିବି ମୁଁ ଶ୍ରୀକ୍ଷେତ୍ର ଦର୍ଶନ
ଭାଗ୍ୟ ଥିଲେ କରିବି ମୁଁ ଶ୍ରୀକ୍ଷେତ୍ର ଦର୍ଶନ
♪
ସନ୍ଧ୍ୟା ଆଳତି ବେଳାରେ ତୋହରି ଛାମୁରେ
ଦେଖିବି କଳା ଶ୍ରୀମୁଖ ଗରୁଡ଼ ପଛରେ
♪
ସନ୍ଧ୍ୟା ଆଳତି ବେଳାରେ ତୋହରି ଛାମୁରେ
ଦେଖିବି କଳା ଶ୍ରୀମୁଖ ଗରୁଡ଼ ପଛରେ
ମାଗିବି ଏ ଅଧମକୁ
ମାଗିବି ଏ ଅଧମକୁ
ଦିଅ ହେ ଶରଣ
ଭାଗ୍ୟ ଥିଲେ କରିବି ମୁଁ ଶ୍ରୀକ୍ଷେତ୍ର ଦର୍ଶନ
ଭାଗ୍ୟ ଥିଲେ କରିବି ମୁଁ ଶ୍ରୀକ୍ଷେତ୍ର ଦର୍ଶନ
ନରେନ୍ଦ୍ର ଜଳରେ ଯାଇ
ନରେନ୍ଦ୍ର ଜଳରେ ଯାଇ
କରିବି ସ୍ନାହାନ
ଭାଗ୍ୟ ଥିଲେ କରିବି ମୁଁ ଶ୍ରୀକ୍ଷେତ୍ର ଦର୍ଶନ
ଭାଗ୍ୟ ଥିଲେ କରିବି ମୁଁ ଶ୍ରୀକ୍ଷେତ୍ର ଦର୍ଶନ
ଭାଗ୍ୟ ଥିଲେ କରିବି ମୁଁ ଶ୍ରୀକ୍ଷେତ୍ର ଦର୍ଶନ
ଭାଗ୍ୟ ଥିଲେ କରିବି ମୁଁ ଶ୍ରୀକ୍ଷେତ୍ର ଦର୍ଶନ
Поcмотреть все песни артиста
Sanatçının diğer albümleri