Bhikari Bal - Suna Chinhe Bania şarkı sözleri
Sanatçı:
Bhikari Bal
albüm: Sriskhetra Thakura
ସୁନା ଚିହ୍ନେ ବଣିଆ
ଗୁଣ ଚିହ୍ନେ ଗୁଣିଆ
ସୁନା ଚିହ୍ନେ ବଣିଆ
ଗୁଣ ଚିହ୍ନେ ଗୁଣିଆ
ସୁନା ଚିହ୍ନେ ବଣିଆ
ଭକତ କୁ ଚିହ୍ନେ ସେଇ ଏକା ଜଣେ
ଭକତ କୁ ଚିହ୍ନେ ସେଇ ଏକା ଜଣେ
ଶ୍ରୀକ୍ଷେତ୍ର ଠାକୁର ଜଗା କାଳିଆ
ସୁନା ଚିହ୍ନେ ବଣିଆ
ଗୁଣ ଚିହ୍ନେ ଗୁଣିଆ
ସୁନା ଚିହ୍ନେ ବଣିଆ
♪
ପିତ୍ତଳ ଭଜିଲେ ତାକୁ ହୋଇଯାଏ ସୁନା
ଯହିଁ ରେ ନ ଥାଏ ଖାଦ ସେ ତ ଖାଣ୍ଟି ସୁନା
ଭକତି ର ସେ ସୁନା ରେ ପିନ୍ଧେ ସେ ଗହଣା
ଅମୂଲମୂଲ ସେ ସୁନା ନାହିଁ ତା ପାଉଣା
ସେ ପାଉଣା ଦିଏ ସେଇ ଏକା ଜଣେ
ସେ ପାଉଣା ଦିଏ ସେଇ ଏକା ଜଣେ
ଶ୍ରୀକ୍ଷେତ୍ର ଠାକୁର ବାଙ୍କ ଚୁଳିଆ
ସୁନା ଚିହ୍ନେ ବଣିଆ
ଗୁଣ ଚିହ୍ନେ ଗୁଣିଆ
ସୁନା ଚିହ୍ନେ ବଣିଆ
♪
ସୁଦାମା ର ଖୁଦ ଭଜା ସରାଗେ ଖାଇଛି
କାଳେ-କାଳେ ଭକତ ର ମନ ସେ ବୁଝିଛି
ଦାସିଆ ନଡ଼ିଆ ଭୁଜ ବଢ଼େଇ ନେଇଛି
ଭକତ ର ପାଦ ଚିହ୍ନ ହୃଦ ରେ ଧରିଛି
ଭକତି ରେ ବଶ ଭକତ ର ଦାସ
ଭକତି ରେ ବଶ ଭକତ ର ଦାସ
ଶ୍ରୀକ୍ଷେତ୍ର ଠାକୁର ଚକା ଡ଼ୋଳିଆ
ସୁନା ଚିହ୍ନେ ବଣିଆ
ଗୁଣ ଚିହ୍ନେ ଗୁଣିଆ
ସୁନା ଚିହ୍ନେ ବଣିଆ
ଗୁଣ ଚିହ୍ନେ ଗୁଣିଆ
ସୁନା ଚିହ୍ନେ ବଣିଆ
ଭକତ କୁ ଚିହ୍ନେ ସେଇ ଏକା ଜଣେ
ଭକତ କୁ ଚିହ୍ନେ ସେଇ ଏକା ଜଣେ
ଶ୍ରୀକ୍ଷେତ୍ର ଠାକୁର ଜଗା କାଳିଆ
Поcмотреть все песни артиста
Sanatçının diğer albümleri