Kishore Kumar Hits

Bhikari Bal - Joy Jagannatha Hey Swami şarkı sözleri

Sanatçı: Bhikari Bal

albüm: Joy Jagannatha Hey Swami


ଜଗନ୍ନାଥ ସ୍ଵାମୀ (ହୁଁ)
ନୟନ ପଥଗାମୀ ଭବ ତୁମେ (ହୁଁ)
ନୟନ ପଥଗାମୀ ଭବ ତୁମେ (ହୁଁ)

ଜୟ ଜଗନ୍ନାଥ ସ୍ଵାମୀ
ଜୟ ଜଗନ୍ନାଥ ସ୍ଵାମୀ
ଜୟ ଜଗନ୍ନାଥ ସ୍ଵାମୀ
ଜୟ ଜଗନ୍ନାଥ ସ୍ଵାମୀ
ତୁମେ ନିରଞ୍ଜନ, ଅଖିଳ ମୋହନ
ହେ ପ୍ରଭୁ ସାରଙ୍ଗପାଣି
ତୁମେ ଚିରନ୍ତନ, ସତ୍ୟ ସନାତନ
ତୁମେ ହେ ଅନ୍ତର୍ୟାମି
ଜୟ ଜଗନ୍ନାଥ ସ୍ଵାମୀ
ଜୟ ଜଗନ୍ନାଥ ସ୍ଵାମୀ
ଜୟ ଜଗନ୍ନାଥ ସ୍ଵାମୀ
ଜୟ ଜଗନ୍ନାଥ ସ୍ଵାମୀ

ତୁମେ ବ୍ରହ୍ମା-ବିଷ୍ଣୁ, ତୁମେ ମହେଶ୍ୱର
ତୁମେ ଦଇତାରୀ ଗତି ଅଗତିର
ତୁମେ ବ୍ରହ୍ମା-ବିଷ୍ଣୁ, ତୁମେ ମହେଶ୍ୱର
ତୁମେ ଦଇତାରୀ ଗତି ଅଗତି ର
ତୁମେ ସର୍ବବ୍ୟାପୀ, ତୁମେ ନିରାକାର
ତୁମେ ସର୍ବବ୍ୟାପୀ, ତୁମେ ନିରାକାର
ତୁମେ ମୋ ଜୀବନ ସ୍ଵାମୀ
ଜୟ ଜଗନ୍ନାଥ ସ୍ଵାମୀ
ଜୟ ଜଗନ୍ନାଥ ସ୍ଵାମୀ
ଜୟ ଜଗନ୍ନାଥ ସ୍ଵାମୀ
ଜୟ ଜଗନ୍ନାଥ ସ୍ଵାମୀ

ତୁମେ ନାରାୟଣ, ତୁମେ ପରଂବ୍ରହ୍ମ
ତୁମେ ସୁଦର୍ଶନ, ଶ୍ରୀମଧୁସୁଦନ
ତୁମେ ନାରାୟଣ, ତୁମେ ପରଂବ୍ରହ୍ମ
ତୁମେ ସୁଦର୍ଶନ, ଶ୍ରୀମଧୁସୁଦନ
ଆହେ ଘନଶ୍ୟାମ, ଘେନ ମୋ ପ୍ରଣାମ
ଆହେ ଘନଶ୍ୟାମ, ଘେନ ମୋ ପ୍ରଣାମ
ନମଃ-ନମଃ ଅନ୍ତର୍ଯ୍ୟାମୀ
ଜୟ ଜଗନ୍ନାଥ ସ୍ଵାମୀ
ଜୟ ଜଗନ୍ନାଥ ସ୍ଵାମୀ
ଜୟ ଜଗନ୍ନାଥ ସ୍ଵାମୀ
ଜୟ ଜଗନ୍ନାଥ ସ୍ଵାମୀ
ଜୟ ଜଗନ୍ନାଥ ସ୍ଵାମୀ
ଜୟ ଜଗନ୍ନାଥ ସ୍ଵାମୀ
ଜୟ ଜଗନ୍ନାଥ ସ୍ଵାମୀ
ଜୟ ଜଗନ୍ନାଥ ସ୍ଵାମୀ

Поcмотреть все песни артиста

Sanatçının diğer albümleri

Benzer Sanatçılar