Bhikari Bal - He Parama Pita He Parama Guru şarkı sözleri
Sanatçı:
Bhikari Bal
albüm: Oriya Bhakti Pushpanjali
ହେ ପରମ ପିତା
ହେ ପରମ ଗୁରୁ
ହେ ପରମ ନିରଞ୍ଜନ
ହେ ପରମ ପିତା
ହେ ପରମ ଗୁରୁ
ହେ ପରମ ନିରଞ୍ଜନ
ହେ ପରମ ନିରଞ୍ଜନ (ହେ ପରମ ନିରଞ୍ଜନ)
ହେ ପରମ ପିତା
ହେ ପରମ ଗୁରୁ
ହେ ପରମ ନିରଞ୍ଜନ
ହେ ପରମ ନିରଞ୍ଜନ (ହେ ପରମ ନିରଞ୍ଜନ)
♪
ଅଖିଳ ମୋହନ, ନିଖିଳ ନିଦାନ
ଅଖିଳ ମୋହନ, ନିଖିଳ ନିଦାନ (ଅଖିଳ ମୋହନ, ନିଖିଳ ନିଦାନ)
ଜଗତ ଜୀବନ ଜୟ ଘନଶ୍ୟାମ
ତୁମେ ରାମ, ତୁମେ କୃଷ୍ଣ, ତୁମେ ପରଂବ୍ରହ୍ମ
ତୁମେ ହରି, ବ୍ରହ୍ମା, ଶିବ, ସତ୍ୟ ସନାତନ
ହରଣ ରକ୍ଷଣ ଘେନ ନିବେଦନ
ଗାଇ ତୁମ୍ଭ ନାମ ପ୍ରଭୁ ଯାଉ ଏ ଜୀବନ
ଜୟ ରାମ-ରାମ-ରାମ-ରାମ, ଜୟ ଘନଶ୍ୟାମ (ଜୟ ରାମ-ରାମ-ରାମ-ରାମ, ଜୟ ଘନଶ୍ୟାମ)
ଜୟ ରାମ-ରାମ-ରାମ-ରାମ, ଜୟ ଘନଶ୍ୟାମ (ଜୟ ରାମ-ରାମ-ରାମ-ରାମ, ଜୟ ଘନଶ୍ୟାମ)
♪
କଂସ ନିଧନ, ହେ ମଧୁସୂଦନ
ରାଧିକା-ମୋହନ, ହେ ବଂଶୀ ବଦନ
ତୁମେ ଭଗବାନ ଭକତ ଜୀବନ
ତୁମେ ଭଗବାନ, ଭକତ ଜୀବନ (ତୁମେ ଭଗବାନ ଭକତ ଜୀବନ)
ଭକତିରେ ବନ୍ଧା ଜନମ-ଜନମ
ଭକତିରେ ବନ୍ଧା ଜନମ-ଜନମ
ଶରଣ ରକ୍ଷଣ ଘେନ ନିବେଦନ
ଗାଇ ତୁମ୍ଭାନାମ ପ୍ରଭୁ ଯାଉ ଏ ଜୀବନ
ଜୟ ରାମ-ରାମ-ରାମ-ରାମ, ଜୟ ଘନଶ୍ୟାମ (ଜୟ ରାମ-ରାମ-ରାମ-ରାମ, ଜୟ ଘନଶ୍ୟାମ)
ଜୟ ରାମ-ରାମ-ରାମ-ରାମ, ଜୟ ଘନଶ୍ୟାମ (ଜୟ ରାମ-ରାମ-ରାମ-ରାମ, ଜୟ ଘନଶ୍ୟାମ)
ଜୟ ରାମ-ରାମ-ରାମ-ରାମ, ଜୟ ଘନଶ୍ୟାମ (ଜୟ ରାମ-ରାମ-ରାମ-ରାମ, ଜୟ ଘନଶ୍ୟାମ)
ଜୟ ରାମ-ରାମ-ରାମ-ରାମ, ଜୟ ଘନଶ୍ୟାମ (ଜୟ ରାମ-ରାମ-ରାମ-ରାମ, ଜୟ ଘନଶ୍ୟାମ)
Поcмотреть все песни артиста
Sanatçının diğer albümleri