Bhikari Bal - Kaliaa Re Kaliaa şarkı sözleri
Sanatçı:
Bhikari Bal
albüm: Saradha Bali Bhajan
କାଳିଆ, ରେ
କାଳିଆ ରେ କାଳିଆ
କାଳିଆ ରେ କାଳିଆ
କାଳିଆ ରେ କାଳିଆ
କାଳିଆ ରେ କାଳିଆ
ଏ ଜନମ ପରେ ଆର ଜନମକୁ
ଏ ଜନମ ପରେ ଆର ଜନମକୁ
କରିବୁ ମତେ ତୋ ଜମି ହଳିଆ
କାଳିଆ ରେ କାଳିଆ
କାଳିଆ ରେ କାଳିଆ
କାଳିଆ ରେ କାଳିଆ
କାଳିଆ ରେ କାଳିଆ
♪
ତୋ ଜମିରେ ଖଟାଇ ବଳ
ଯୋଗାଇବି ସରୁ ଚାଉଳ
ତୋ ଜମିରେ ଖଟାଇ ବଳ
ଯୋଗାଇବି ସରୁ ଚାଉଳ
ସେଇ ଚାଉଳରେ ହୋଇବ ନିର୍ମାଲ୍ୟ
ସେଇ ଚାଉଳରେ ହୋଇବ ନିର୍ମାଲ୍ୟ
ତାକୁ ପାଇ ଭକ୍ତ ହେବେ ବାଇୟା
କାଳିଆ ରେ କାଳିଆ
କାଳିଆ ରେ କାଳିଆ
କାଳିଆ ରେ କାଳିଆ
କାଳିଆ ରେ କାଳିଆ
♪
ସଙ୍ଗେ ଘେନି ଭଉଣୀ, ଭାଇ
ସୁଖେ ଅନ୍ନ ଭୁଞ୍ଜିବୁ ତୁହି
ସଙ୍ଗେ ଘେନି ଭଉଣୀ, ଭାଇ
ସୁଖେ ଅନ୍ନ ଭୁଞ୍ଜିବୁ ତୁହି
ଦୁଃଖ ବୁଝୁଥିବୁ ଦୁଃଖୀଜନଙ୍କର
ଦୁଃଖ ବୁଝୁଥିବୁ ଦୁଃଖୀଜନଙ୍କର
କରିଥିବୁ ମତେ ଗଳା ମାଳିଆ
କାଳିଆ ରେ କାଳିଆ
କାଳିଆ ରେ କାଳିଆ
କାଳିଆ ରେ କାଳିଆ
କାଳିଆ ରେ କାଳିଆ
♪
ତୋର ଏଇ ସେବାରେ ମୁହିଁ
ଦିନ ମୋର ଦେବି ବିତାଇ
ତୋର ଏଇ ସେବାରେ ମୁହିଁ
ଦିନ ମୋର ଦେବି ବିତାଇ
ଏତିକି ଗୁହାରୀ ପାଦତଳେ ତୋର
ଏତିକି ଗୁହାରୀ ପାଦତଳେ ତୋର
ଭୁଲି ନ ଯିବୁ ରେ ଜଗନ୍ନାଥିଆ
ଭୁଲି ନ ଯିବୁ ରେ ନୀଳାଚଳିଆ
କାଳିଆ ରେ କାଳିଆ
କାଳିଆ ରେ କାଳିଆ
ଏ ଜନମ ପରେ ଆର ଜନମକୁ
ଏ ଜନମ ପରେ ଆର ଜନମକୁ
କରିବୁ ମତେ ତୋ ଜମି ହଳିଆ
ଏତିକି ଅଳି ତୋ ପାଦ ତଳିଆ
କାଳିଆ ରେ କାଳିଆ
କାଳିଆ ରେ କାଳିଆ
କାଳିଆ ରେ କାଳିଆ
କାଳିଆ ରେ କାଳିଆ
Поcмотреть все песни артиста
Sanatçının diğer albümleri