Bhikari Bal - Sate Ki E Jiba şarkı sözleri
Sanatçı:
Bhikari Bal
albüm: Bhakti Puspanjali
ସତେ କି ଏ ଜୀବ ଯିବ, ବୃନ୍ଦାବନେ ଯାଇ ସ୍ଥାନ ପାଇବ?
ହେ, ରାଧା ଗୋବିନ୍ଦ
ଏହି ସୁଦୟା ମୋ ଠାରେ ଥିବ ହେ, ରାଧା ଗୋବିନ୍ଦ
♪
ଦିବସେ ମରଣ ହେବ, ଯମ ଦଣ୍ଡ ଆଉ ମୋତେ ନ ଦେବ
ହେ, ରାଧା ଗୋବିନ୍ଦ
ଏହି ସୁଦୟା ମୋ ଠାରେ ଥିବ ହେ, ରାଧା ଗୋବିନ୍ଦ
♪
ବାସି ମଢ଼ା ମୁଁ ନୋହିବି, ତବ ନାମ ହୃଦେ ଜପୁଣଥିବି
ହେ, ରାଧା ଗୋବିନ୍ଦ
ଭବ ସାଗରୁ ତରିବି, ହେ, ରାଧା ଗୋବିନ୍ଦ
ବନ୍ଧୁ ବାନ୍ଧବ ମୋହରି ଚତୁର୍ପାଶେ ବସି ଥିବେଟି ଘେରି
ହେ, ରାଧା ଗୋବିନ୍ଦ
ଏହି ସୁଦୟା ଥିବ ଟି କରି ହେ, ରାଧା ଗୋବିନ୍ଦ
♪
ହରେ କୃଷ୍ଣ ହରେ ରାମ, ସେହି ନାମ ଧରି ଜୀବ ଜୀବନ
ହେ, ରାଧା ଗୋବିନ୍ଦ
ହରେ କୃଷ୍ଣ ହରେ ରାମ, ଏହି ନାମ ଧରି ଜୀବ ଜୀବନ
ହେ, ରାଧା ଗୋବିନ୍ଦ
ଏତିକି ମୋ ନିବେଦନ ହେ, ରାଧା ଗୋବିନ୍ଦ
ଏତିକି ମାଗୁଣି ମୋର, ଦୟା ରଖିଥିବ ଶ୍ରୀରଙ୍ଗାଧର
ହେ, ରାଧା ଗୋବିନ୍ଦ
ଏତିକି ମାଗୁଣି ମୋର, ଦୟା ରଖିଥୁବ ଶ୍ରୀରଙ୍ଗାଧର
ହେ, ରାଧା ଗୋବିନ୍ଦ
କହେ ଅଚ୍ୟୁତି ପାମର ହେ, ରାଧା ଗୋବିନ୍ଦ
କହେ ଅଚ୍ୟୁତି ପାମର ହେ, ରାଧା ଗୋବିନ୍ଦ
କହେ ଅଚ୍ୟୁତି ପାମର ହେ, ରାଧା ଗୋବିନ୍ଦ
Поcмотреть все песни артиста
Sanatçının diğer albümleri